ଫାଇନାଲ ମ୍ୟାଚ ପୂର୍ବରୁ ବିରାଟ କୋହଲି ଅଣ୍ଡର-୧୯ ଖେଳାଳିଙ୍କୁ ଦେଲେ ଟିପ୍ସ, କୌଶଲ ତାମ୍ବେ ସେୟାର କଲେ ପୋଷ୍ଟ
ଅଣ୍ଡର-୧୯ ବିଶ୍ୱକପ୍ ଅଧିନାୟକ ୟଶ ଧୂଲଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଶନିବାର ଦିନ ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ। ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଅଣ୍ଡର-୧୯ ଟିମ୍…