Below header
Browsing Tag

yo yo honey singh new song

ୟୁଟ୍ୟୁବରେ ଧମାଲ ମଚାଉଛି ୟୋ ୟୋ ହନି ସିଂହଙ୍କ ନୂଆ ଗୀତ ରିଲିଜ୍‌, ଏହି ଆକ୍ଟ୍ରେସଙ୍କ ସହିତ ଲଗାଇଲେ ଠୁମକା

ସିଙ୍ଗର ୟୋ ୟୋ ହନି ସିଂହଙ୍କ ନୂଆ ସଙ୍ଗ୍‌ ‘ସଇଁୟା ଜି’ ରିଲିଜ୍‌ ହୋଇଛି। ଏହା ଏତେ ସୁନ୍ଦର ହୋଇଛି ଯେ ୟୁଜର୍ସଙ୍କୁ ଡ୍ୟାନ୍ସ କରିବାକୁ ବାଧ୍ୟ କରିଦେଉଛି। ଏହି ଭିଡିଓରେ ହନି ସିଂହଙ୍କ ସହିତ ଆକ୍ଟ୍ରେସ୍‌ ନୁସରତ୍‌ ଭରୂଚା ନଜର ଆସୁଛନ୍ତି। ଗୀତରେ ୟୋ ୟୋଙ୍କ ସହିତ ନେହା କକ୍କର ସ୍ୱର…

ଡିପ୍ରେସନରୁ ଫେରିଥିବା ୟୋ ୟୋ ହନି ସିଂହଙ୍କ ଉପରେ ପ୍ରସ୍ତୁତ ହେଲା ଗୀତ, ୩ ଦିନରେ ୧୨ ଲକ୍ଷ ଥର ଦେଖାଗଲାଣି ଭିଡିଓ

ୟୋ ୟୋ ହନି ସିଂହ ନିଜ କ୍ୟାରିୟରରେ ଅନେକ ସଫଳ ଚାର୍ଟବଷ୍ଟର୍ସ ଦେଇଛନ୍ତି ଯାହା ଲମ୍ବା ସମୟ ଧରି ଦର୍ଶକଙ୍କ ହ୍ରଦୟରେ ରାଜ କରିଆସିଛି ଏବଂ ପାର୍ଟି ଗୀତ ଭାବେ ପ୍ରମାଣିତ ହୋଇଛି। ସଂଗୀତର ଷ୍ଟାରଡମ ଲକ୍ଷ୍ୟ କରି ଏବେ ତାଙ୍କ ଉପରେ ଗୀତ ପ୍ରସ୍ତୁତ କରାଯାଇଛି। ଆର ଏସ ଚୌହାନଙ୍କ ଦ୍ବାରା…