Below header
Browsing Tag

yoga pose

ଫଟୋ ପାଇଁ ପୋଜ୍‌ ଦେଉଥିଲେ ଯୁବତୀ, ୮୦ ଫୁଟ୍‌ ତଳକୁ ଖସି ଭାଙ୍ଗିଗଲା ୧୧୦ ହାଡ

ନିଜର ଖାସ୍‌ ଫଟୋଟିଏ ଉଠାଇବା ପାଇଁ ଲୋକମାନେ କେତେ କଣ କରିଥାନ୍ତି । କେହି ଷ୍ଟଣ୍ଟ କରିଥାଏ ତ ଆଉ କେହି ଜଙ୍ଗଲୀ ଜନ୍ତୁଙ୍କୁ ମଧ୍ୟ ଛାଡି ନଥାନ୍ତି । ହେଲେ ବେଳେ ବେଳେ ଏହି ଓଲଟା ପଡିଯାଏ ଏହି ଷ୍ଟଣ୍ଟ । ଫଟୋ ଉଠାଉ ଉଠାଉ କେହି କେହି ନିଜେ ମଧ୍ୟ ହୋଇଯାଏ ଫଟୋ । ସେମିତି ଏକ ଘଟଣା ସମ୍ନାକୁ…