ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ପାଟଣାଗଡ଼ : ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଙ୍ଗାସାଗର ଗାଁରେ ଘଟିଛି ଘଟଣା । କର୍ଲାକଟା ଡ୍ୟାମ ନିଟକରୁ ଯୁବକଙ୍କ ଅଧା ପୋତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପାଟଣାଗଡ଼ ପୋଲିସ ।
ଗତକାଲି ସନ୍ଧ୍ୟାରେ ଗଙ୍ଗାସାଗର ଗାଁର କିଛି…