Below header

ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୁଣ୍ଡରେ ଆଘାତ ଲାଗି ଥିବାରୁ ହତ୍ୟା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ।

ଟିଟିଲାଗଡ଼ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ନିକଟସ୍ଥ ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୁଣ୍ଡରେ ଆଘାତ ଲାଗି ଥିବାରୁ ହତ୍ୟା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ମୃତକଙ୍କ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ ଟିକ୍ରାପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.