Browsing Tag

Anganwadi center

ଅଙ୍ଗନବାଡି ଶିଶୁ ମାନଙ୍କ ପାଇଁ ଆସିଥିବା ପ୍ରୋଟିନ୍ ଜୁସରୁ ବାହାରିଲା ସାଲୁବାଲୁ ପୋକ 

ଝାରସୁଗୁଡା: ସକାଳ ହେଲେ , ଚଳଚଞ୍ଚଳ ହୋଇଉଠେ ସବୁ ଜୁସ୍ ଷ୍ଟଲ୍ । ମାଣ୍ଡିଆ ଜୁସ୍ ସାଙ୍ଗକୁ କଲରା , ନିମ୍ବପତ୍ର , ବେଲପତ୍ର ଓ ବିଟ୍-ଗାଜର ଜୁସ୍ ପିଇବାକୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କାହିଁକି ନା ଜୁସ୍ ଆମ ଶରୀର ପାଇଁ ବେଶ୍ ଲାଭଦାୟକ । କିନ୍ତୁ ଆଜିକାଲି ଯେଉଁଠି ଦେଖିବ ଚାରିଆଡ଼େ…

ଦିଦିଙ୍କ ବାଟ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର, ସବୁ ଜାଣି ପ୍ରଶାସନ ଚୁପ୍

ଗୋପ: ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏଠି ଜଳ ଜଳ ହୋଇ ଦିଶୁଛି । ଖାସ୍ କରି ଶିକ୍ଷା କ୍ଷେତ୍ରରେ । କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ପିଲାଙ୍କ ପାଇଁ ଭଲ ଖାଦ୍ୟ, ପୋଷାକ, ରୋଷେଇ…

ପ୍ରାକ୍ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି କୁନି କୁନି ପିଲା

ବାଲିଗୁଡା:  କୋମଳମତି ଶିଶୁ ମାନେ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢୁଛନ୍ତି । ନିଜସ୍ୱ ଅଙ୍ଗନବାଡି କେନ୍ଦ୍ର ଗୃହ ନଥିବା କାରଣରୁ ପିଲାମାନେ ଗାଁ ଧରଣୀ ପେନୁ ଘରେ ବସି ପାଠ ପଢିବାକୁ ବାଧ୍ୟ ହୋଉଛନ୍ତି । ଯେଉଁଠି କୋମଳମତି ଶିଶୁ ବସି ଶିକ୍ଷା ଗ୍ରହଣ କରୁଛନ୍ତି ସେଇଠି ହିଁ ରୋଷେଇ କାର୍ଯ୍ୟ…

ରାଜ୍ୟରେ ଲଗାଣ ବର୍ଷା: ଆଜି ମାଲକାନଗିରି, କୋରାପୁଟ ଓ ଗଞ୍ଜାମରେ ସମସ୍ତ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି /କୋରାପୁଟ / ଗଞ୍ଜାମ : ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ୧୦ ତାରିଖ ସକାଳ ଯାଏ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି…

ଶିକ୍ଷାଦାନରେ ବାଧା ସାଜିଛି ପାଣି, ଅଙ୍ଗନବାଡ଼ି କେନ୍ଦ୍ରର ବିପଦ ଶଙ୍କୁଳ ଘରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଶିକ୍ଷାଦାନରେ ବାଧା ସାଜିଛି ପାଣି, ସରକାର ମହିଳା ଓ ଶିଶୁ ବିକାଶ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଅଙ୍ଗନବାଡିରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ଯାହା ନିଶ୍ଚୟ ଭାବେ ଅତ୍ୟନ୍ତ ଚିନ୍ତାଜନକ । ଅଙ୍ଗନବାଡ଼ି କେନ୍ଦ୍ରର ବିପଦ ଶଙ୍କୁଳ ଘରେ ପାଣିରେ ବସୁଛନ୍ତି ଛାତ୍ର…

ନିଃସ୍ୱାର୍ଥପର ସେବା କରି ପ୍ରଶଂସା ସାଉଁଣ୍ଟୁଛନ୍ତି ଅଙ୍ଗନବାଡ଼ି କର୍ମୀ ଲିଲି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି…

କନ୍ଧମାଳ: ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ ନିଜ ଘର ଭଳି ସଜାଇ ରଖିଛନ୍ତି । ଆଉ ଅଙ୍ଗନଓ୍ଵାଡ଼ି ଶିଶୁଙ୍କ ଯତ୍ନ ନେବା ସହ ଗର୍ଭବତୀ ମହିଳାଙ୍କ ସୁବିଧା ପାଇଁ ସବୁବେଳେ ପ୍ରାଣପଣେ ଚେଷ୍ଟା କରୁଛନ୍ତି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କା । ନିଃସ୍ୱାର୍ଥଭାବେ ଅନ୍ୟମାନଙ୍କ ପାଇଁ ଯେଉଁ…

ସକାଳୁଆ ହେଲା ଅଙ୍ଗନବାଡି, ପୂର୍ବରୁ ସ୍କୁଲ ସକାଳୁଆ ଘୋଷଣା ହୋଇଥିଲା

କେନ୍ୟୁଜ(ବ୍ୟୁରୋ) : ସକାଳୁଆ ହେଲା ରାଜ୍ୟର ସବୁ ଅଙ୍ଗନବାଡି । ସରକାର ଦେଲେ ନିର୍ଦ୍ଦେଶ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସମସ୍ତ ସ୍କୁଲ ସକାଳୁଆ କରିବା ପାଇଁ ଘୋଷଣା ହୋଇଥିଲା । ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା…

ଅଙ୍ଗନଓ୍ଵାଡି କେନ୍ଦ୍ରରେ ଗଢା ଚାଲିଛି କୋମଳମତି ଶିଶୁଙ୍କ ଭାଗ୍ୟ

ସୁବର୍ଣ୍ଣପୁର : ଏଠି ଅଙ୍ଗନଓ୍ଵାଡି ଦିଦି ସାଜିଛନ୍ତି ମଣିଷ ତିଆରି କାରଖାନାର ସ୍ରଷ୍ଟା । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅଣ୍ଡା,ଛତୁଆ,ଖଜରା,ମୁଢୀ ଚଣା ଯୋଗାଇଦେଇ ତଟକା ସତେଜ ପୁଷ୍ଟିକର ଖାଦ୍ୟ ଖାଇବାକୁ ପରାମର୍ଶ ବି ଦେଉଛନ୍ତି ଏହି ଅଙ୍ଗନଓ୍ଵାଡି ଦିଦି ଯେଉଁଥିପାଇଁ ସେ ସମସ୍ତଙ୍କର…

ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଟିଟିଲାଗଡ଼ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡା ଫାଣ୍ଡି ନିକଟସ୍ଥ ଦେଓଗାଁ ଅଙ୍ଗନବାଡି କେନ୍ଦ୍ର ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୁଣ୍ଡରେ ଆଘାତ ଲାଗି ଥିବାରୁ ହତ୍ୟା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ମୃତକଙ୍କ ପରିଚୟ ମିଳିନାହିଁ। ଘଟଣା ସ୍ଥଳରେ…