Below header
Browsing Tag

youth death body

ଯୁବକଙ୍କୁ ତଣ୍ଟି କାଟି ହତ୍ୟା, ଖଟ ଉପରେ ପଡି ରହିଛି ମୃତଦେହ

ଭୁବନେଶ୍ୱର (କେନ୍ୟୁଜ):  ତଣ୍ଟି କାଟି ଯୁବକଙ୍କୁ ହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ସାଗୁଆ ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହୋଟେଲ ବ୍ୟବସାୟୀ ବିଶ୍ବଜିତ ନାୟକ । ଘର ଭିତର ଖଟ ଉପରେ ପଡି ରହିଛି ମୃତଦେହ । ଛାତ ସିଲିଂ ଓ ଫ୍ୟାନ୍ ରେ ରକ୍ତ ଛିଟା ଲାଗିଛି ।…

ଶୌଚାଳୟରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ଖଲ୍ଲିକୋଟ (କେନ୍ୟୁଜ): ପାଇଖାନା ଘରେ ମୃତଦେହ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କରଣ ସାହିରେ ଥିବା ଏକ ପାଇଖାନା ଘରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ଜଣକ ମିଲୁ ପ୍ରଧାନ। ଗତ ୭ ଦିନ ଧରି ସେ କରଣ ସାହିରେ ଭଡ଼ାରେ ରହୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ…