ରାଜନୀତି ଛାଡିଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ, ସପ୍ତାହେ ପୂର୍ବରୁ ଓ୍ଵାଇଏସଆର କଂଗ୍ରେସ ପାର୍ଟିରେ ଯୋଗ…
ଓ୍ଵାଇଏସଆର କଂଗ୍ରେସ ପାର୍ଟି ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ପାର୍ଟିରେ ମିଶିବାର ମାତ୍ର ସପ୍ତାହେ ପରେ ପାର୍ଟି ଛାଟିବାକୁ ନିଷ୍ପତ୍ତି ନେଇଛନ୍ତି ରାୟୁଡୁ । ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ରାୟୁଡୁ ଲେଖିଛନ୍ତି, କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ…