Browsing Tag

zafar khan dies

ଚାଲିଗଲେ ଗୌହ୍ବର ଖାନଙ୍କ ପିତା ଜଫର ଖାନ, ଅନେକ ଦିନରୁ ରୋଗରେ ପୀଡିତ ଥିଲେ

ଟେଲିଭିଜନ ତଥା ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ଗୌହ୍ବର ଖାନଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ବାଦଲ। ଅଭିନେତ୍ରୀ ନିକଟରେ ବିବାହ କରି ଅନେକ ଖୁସି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କ ପରଲୋକ ହୋଇଛି। ଆଜି ସକାଳେ ଏକ ହସପିଟାଲରେ ଗୌହ୍ବରଙ୍କ ପିତା ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି। ବିବାହ…