Browsing Tag

zaid darbar

ବାହାଘରର ୫ ଦିନ ପରେ ଗୌହରଙ୍କୁ କରିବାକୁ ପଡିଲା ଏମିତି କାମ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରଲ

ନିକଟରେ ବଲିଉଡର ଅଭିନେତ୍ରୀ ତଥା ମଡେଲ ଗୌହର ଖାନ ଜୈଦ ଦରବାରଙ୍କୁ ବିବାହ କରିଛନ୍ତି। ଗୌହର ଖାନ ଡିସେମ୍ବର ୨୫ରେ ଜୈଦ୍ ଦରବାରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଦୁଇଟି ଫଟୋକୁ ପ୍ରଶଂସକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ ।…