Below header
Browsing Tag

Zero Energy Cool Chamber

ଗ୍ରାମୀଣ ବଜାରକୁ ଆସିଗଲା ଦେଶୀ ଫ୍ରିଜ୍‌, ଏବେ ଆଉ ସଢ଼ିବନି ଫଳ ଓ ପନିପରିବା, ଲମ୍ବା ସମୟ ଧରି ତାଜା ରହିପାରିବ ଟମାଟର!

ଛତିଶଗଡ଼ ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଫଳ ଏବଂ ପନିପରିବାକୁ ଲମ୍ବା ସମୟ ଧରି ସତେଜ ରଖିବା ଲକ୍ଷ୍ୟରେ ଏବେ ଦେଶୀ ଫ୍ରିଜ୍‌ ପ୍ରସ୍ତୁତ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି ଫ୍ରିଜ୍‌ ଚଲାଇବା ପାଇଁ କୌଣସି…