Below header
Browsing Tag

Zodiac sign

ଏହି ୪ଟି ରାଶିର ଝିଅଙ୍କୁ ମିଳିଥାଏ ଧନୀ ଜୀବନସାଥି, ଏଥିରେ ନାହିଁ ତ ଆପଣଙ୍କ ରାଶି !

ଯେତେବେଳେ ବି ବିବାହ କଥା ଆସିଥାଏ ଝିଅମାନେ ସବୁବେଳେ ସାଥିଙ୍କ କ୍ବାଲିଟୀ ସହିତ ଟଙ୍କାକୁ ମଧ୍ୟ ଦେଖିଥାନ୍ତି। ଝିଅମାନେ ଏଥିପାଇଁ ମଧ୍ୟ ଏହା ଦେଖିଥାନ୍ତି ଯାହାଦ୍ବାରା ସେମାନେ କିଣାକିଣି କରିବା ସମୟରେ ଯେପରି ତାଙ୍କୁ କୌଣସି ପ୍ରକାରର ଅସୁବିଧା ନହେଉ କିମ୍ବା କୌଣସି ଜିନିଷ କିଣିଲା ବେଳେ…

୧୩ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କିଭଳି ରହିବ ଏହି ବର୍ଷ

ମୂଳ ଅଙ୍କ ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମ ତାରିଖର ଯୋଗ ରହିଥାଏ। ଅର୍ଥାତ ଯେଉଁ ତାରିଖରେ ଆପଣଙ୍କର ଜନ୍ମ ହୋଇଥାଏ, ସେହି ତାରିଖର ଯୋଗକୁ ମୂଳ ଅଙ୍କ କୁହାଯାଇଥାଏ। ଯଦି ଆପଣଙ୍କ ଜନ୍ମ ୧ ରୁ ୯ ତାରିଖ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କ ମୂଳ ଅଙ୍କ ସେହି ଅଙ୍କ ହୋଇଥାଏ। ସେହିଭଳି ୧୦ ରୁ ୩୧ ତାରିଖ…