ଏମିତି ଅଫର ସେକେଣ୍ଡ ଥର ପାଇବେନି ଆପଣ, ମାତ୍ର ୨୪୯ ଟଙ୍କାରେ କିଣନ୍ତୁ Redmiର ଏହି ଦମଦାର ସ୍ମାର୍ଟଫୋନ୍‌

ଆମାଜନରେ ସ୍ମାର୍ଟଫୋନ ଉପରେ ଧମାକେଦାର ଡିସକାଉଣ୍ଟ ଦିଆଯାଉଛି। ଆମାଜନରେ ପ୍ରତିଦିନ କୌଣସି ନା କୌଣସି ଡିଲ୍‌ ଆସୁ ହିଁ ଥାଏ। ଆଜି ଡିଲ ଅଫ୍‌ ଦ ଡେରେ ରେଡମିର ଧମାକେଦାର 5G Smartphoneକୁ ବହୁତ ଶସ୍ତାରେ କିଣିପାରିବେ ଆପଣ। ଯଦି ଆପଣ ନୂଆ ୫ଜି ସ୍ମାର୍ଟଫୋନ୍‌ କିଣିବାର ପ୍ଲାନିଙ୍ଗ କରୁଛନ୍ତି, ତାହେଲେ ଏହା ହେଉଛି ଆପଣଙ୍କ ଠିକ୍‌ ମଉକା। ୧୬,୯୯୯ ଟଙ୍କା ର Redmi Note 10T 5Gକୁ ମାତ୍ର ୧୯୯ ଟଙ୍କାରେ କିଣିପାରିବେ। ଆସନ୍ତୁ ଜାଣିବା କେମିତି ଆପଣ ଏହି ଅଫରର ଫାଇଦା ଉଠାଇପାରିବେ।

Redmi Note 10T 5Gର ଲଞ୍ଚିଙ୍ଗ୍‌ ପ୍ରାଇଜ ୧୬,୯୯୯ ଟଙ୍କା ରହିଛି। କିନ୍ତୁ ଆମାଜନରେ ଏହି ଫୋନ୍‌ ୧୩,୯୯୯ ଟଙ୍କାରେ ଉପଲବ୍ଧ। ଅର୍ଥାତ୍‌ ଫୋନ ଉପରେ ୩ ହଜାର ଟଙ୍କାର ଡିସକାଉଣ୍ଟ ମିଳୁଛି। ଏହାଛଡା ୫୦୦ ଟଙ୍କାରେ କୁପନ ମିଳୁଛି। ଏହାକୁ ଆପ୍ଲାଏ କରିବା ପରେ ଫୋନର ଦାମ୍‌ ୧୩,୪୯୯ ଟଙ୍କାର ହୋଇଯିବ।

Redmi Note 10T 5Gକୁ କିଣିବା ପାଇଁ ଯଦି ଆପଣ HDFC ବ୍ୟାଙ୍କର କାର୍ଡ ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ ହଜାର ଟଙ୍କାରେ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହାପରେ ଫୋନର ଦାମ୍‌ ୧୨,୪୯୯ ଟଙ୍କା ହୋଇଯିବ।

Redmi Note 10T 5Gରେ ୧୨,୩୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି। ଯଦି ଆପଣ ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କରନ୍ତି ତାହେଲେ ଏତିକି ଅଫ ମିଳିପାରିବ। କିନ୍ତୁ ୧୨,୩୦୦ ଟଙ୍କାର ଡିସକାଉଣ୍ଟ ସେତେବେଳେ ମିଳିବ। ଯେତେବେଳେ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ ଭଲ ହେବ ଏବଂ ମଡେଲ ଲାଟେଷ୍ଟ ରହିଥିବ। ଯଦି ଆପଣ ପୁରା ଅଫ୍‌ ପାଇବାରେ ସଫଳ ହେବ ତାହେଲେ ଫୋନର ଦାମ୍‌ ୧୯୯ ଟଙ୍କା ହୋଇଯିବ।

Redmi Note 10T 5Gକୁ ୬.୫ ଇଞ୍ଚ FHD + ଡିସପ୍ଲେ ସହିତ 2400 x 1080 ପିକ୍ସେଲ ରିଜୋଲ୍ୟୁସ, 90Hzରିଫ୍ରେସ ରେଟ ଏବଂ ଟଚ ସାମ୍ପଲିଙ୍ଗ ରେଟ୍‌ ସହିତ ଆସିବା ପାଇଁ ପ୍ରସ୍ତୁତ କରାଯାଇଛି।

ହାର୍ଡେଓ୍ଵୟାରର ସନ୍ଦର୍ଭରେ ରେଡମି ସ୍ମାର୍ଟଫୋନକୁ ୪ଜିବି ରାମ+୬୪ଜିିବି ଷ୍ଟୋରେଜ ସ୍ପେସ ସହିତ ଆକ୍ଟୋ-କୋର କ୍ୱାଲକମ୍‌ ସ୍ନାପଡ୍ରାଗନ ୮୬୫ ପ୍ରୋସେସରରେ ଶକ୍ତି ମିଳିଥାଏ। ୧୮ଓ୍ଵାଟ୍‌ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ଯୁକ୍ତ ୫୦୦୦ମାହ ବ୍ୟାଟେରୀ ଏହାକୁ ଭିତରୁ ପାଓ୍ଵାର ଦେଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.