Below header

ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ଗିଜର, ମିଳୁଛି ଭାରି ଡିସକାଉଣ୍ଟ

ଇ-କମର୍ସ ସାଇଟ ଗୁଡ଼ିକରେ ବର୍ତ୍ତମାନ ସେଲ୍‌ ଆରମ୍ଭ ହୋଇଛି । ଯେଉଁଥିରେ ଆପଣ ଖୁବ କମ ମୂଲ୍ୟରେ ଗ୍ୟାସ ଏବଂ ଇଲେକ୍ଟ୍ରିକ୍‌ ଗିଜର କିଣି ପାରିବେ ।

ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି, ଏହି ଋତୁରେ ଗିଜର ମୂଲ୍ୟ ବହୁତ ଅଧିକ ହୋଇଯାଏ । ଏପରିସ୍ଥଳେ ଆପଣ ଯଦି କମ ମୂଲ୍ୟରେ ଗିଜର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ କି ଇ-କମର୍ସ ସାଇଟ ଗୁଡ଼ିକରେ ବର୍ତ୍ତମାନ ସେଲ୍‌ ଆରମ୍ଭ ହୋଇଛି । ଯେଉଁଥିରେ ଆପଣ ଖୁବ କମ ମୂଲ୍ୟରେ ଗ୍ୟାସ ଏବଂ ଇଲେକ୍ଟ୍ରିକ୍‌ ଗିଜର କିଣି ପାରିବେ । ଗିଜରର କାମ ହେଉଛି ଶୀତ ଦିନରେ ଗରମ ପାଣି ଯୋଗାଇବା । ଇଲେକ୍ଟ୍ରିକ୍‌ ଏବଂ ଗ୍ୟାସରେ ଚାଲୁଥିବା ଗିଜର ବର୍ତ୍ତମାନ ବହୁତ ଶସ୍ତାରେ ମିଳୁଛି କାରଣ ଏହା ହେଉଛି ଅଫର୍ ସିଜନ୍‌ । କିନ୍ତୁ ଆସନ୍ତା ଦୁଇ ମାସ ମଧ୍ୟରେ ଶୀତ ବଢ଼ିଯିବ ଏବଂ ଗିଜରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।

Crompton Arno Neo 15-L
କ୍ରୋମ୍ପଟନ୍‌ର ଏହି ଗିଜର ଇ-କମର୍ସ ସାଇଟରେ ୯,୫୦୦ ଟଙ୍କାରେ ଲିଷ୍ଟ ହୋଇଛି, ବର୍ତ୍ତମାନ ଆପଣ ଏହି ଗିଜରକୁ ୪୩ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୫,୩୯୯ ଟଙ୍କାରେ କିଣି ପାରିବେ। ଏହା ସହିତ ଆପଣ ଏହାକୁ ନୋ କଷ୍ଟ୍‍ EMIରେ ୨୬୨ ଟଙ୍କାରେ ଘରକୁ ଆଣିପାରିବେ । ଇ-କମର୍ସ ସାଇଟରୁ ଏହି ଗିଜର କିଣିବା ଦ୍ୱାରା ଆପଣଙ୍କୁ ପେ ଅନ୍‌ ଡେଲିଭରି,୧୦ ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି ଏବଂ ଆମାଜନ ତରଫରୁ ଫ୍ରି ଡେଲିଭରିର ସୁବିଧା ପାଇ ପାରିବେ ।

Havells Instanio 10 L

ହାଭେଲ୍ସର ଏହି ଗିଜର ଇ-କମର୍ସ ସାଇଟରେ ୧୪,୨୯୦ ଟଙ୍କାରେ ଲିଷ୍ଟ ହୋଇଛି କିନ୍ତୁ ବର୍ତ୍ତମାନ ଆପଣ ଏହି ଗିଜରକୁ ୫୫ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୬,୪୯୯ ଟଙ୍କାରେ କିଣି ପାରିବେ । ଏହା ସହିତ ଆପଣ ଏହାକୁ ବିନା ମୂଲ୍ୟରେ EMIରେ ୩୧୫ ଟଙ୍କାରେ ଘରକୁ ଆଣିପାରିବେ । ଇ-କମର୍ସ ସାଇଟରୁ ଏହି ଗିଜର କିଣିବା ଦ୍ୱାରା ଆପଣ ଆମାଜନରୁ ଫ୍ରି ଡେଲିଭରି, ୧୦ ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି ଏବଂ ପେ ଅନ୍‌ ଡେଲିଭରିର ସୁବିଧା ପାଇବେ ।

Bajaj New Shakti Neo 15L

ବଜାଜର ଏହି ଗିଜର ଇ-କମର୍ସ ସାଇଟରେ ୧୩,୧୫୦ ଟଙ୍କାରେ ଲିଷ୍ଟ ହୋଇଛି, ବର୍ତ୍ତମାନ ଆପଣ ୫୮ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୫,୪୯୯ ଟଙ୍କାରେ ଏହି ଗିଜର କିଣି ପାରିବେ । ଏହା ସହିତ ଆପଣ ଏହାକୁ ବିନା ମୂଲ୍ୟରେ EMI ରେ ମାତ୍ର ୨୬୭ ଟଙ୍କା ଆଣିପାରିବେ । ଇ-କମର୍ସ ସାଇଟରୁ ଏହି ଗିଜର କିଣିବା ଦ୍ୱାରା ଆପଣ ପେ ଅନ ଡେଲିଭରି, ୧୦ ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି ଏବଂ ଆମାଜନରୁ ଫ୍ରି ଡେଲିଭରିର ସୁବିଧା ପାଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.