ଏହି ଡିଭାଇସକୁ ୨୪ ଘଣ୍ଟା ବ୍ୟବହାର କଲେ ମଧ୍ୟ ରହିବନି ବିଜୁଳି ବିଲ ଟେନସନ୍‌ , ବାସ୍‌ କରନ୍ତୁ ଏହି କାମ

ପ୍ରବଳ ଗରମ ଏବଂ ଝାଳକୁ ଏଡାଇବା ପାଇଁ ଲୋକମାନେ ଖରାଦିନେ ପ୍ରାୟତଃ ଏୟାର କଣ୍ଡିସନର ବ୍ୟବହାର କରନ୍ତି। କିନ୍ତୁ କେତେବେଳେ ମଣିଷର ଏହି ଆବଶ୍ୟକତା ଅଭ୍ୟାସରେ ପରିଣତ ହୁଏ ମଧ୍ୟ ଜଣା ନଥାଏ। ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବା ମାତ୍ରେ ଲୋକମାନେ ଏସି ଆଡକୁ ଦୌଡ଼ି ଯାନ୍ତି । ଘର, ଅଫିସ୍ ଏବଂ କାରରେ ଏବେ ସବୁ ଆଡେ ଏସିର ସୁବିଧା ରହିଛି । ଏପରି ପରିସ୍ଥିତିରେ ଆପଣ କେବଳ ଏସିରେ ଦିନର ଅନେକ ଘଣ୍ଟା ବିତାନ୍ତି। ଗରମରୁ ରକ୍ଷା ପାଇବା ପାଇଁ ଏହା ଗୋଟିଏ ମାତ୍ର ଉପାୟ ଥାଏ। କିନ୍ତୁ ଏହିଦିନ ଅଧିକ ବିଜୁଳି ଖର୍ଚ୍ଚ ହେବାର ମଧ୍ୟ ଆଶଙ୍କା ଥାଏ।

ତେବେ ଆଜି ଆମେ କହିବୁ ଆପଣ କିପରି ଏହି ସମସ୍ୟାରୁ ମୁକ୍ତିପାଇବେ। ମାନେ ଅଧିକ ବିଜୁଳି ବ୍ୟବହାର କରି ମଧ୍ୟ କମ ବିଲ ଆସିବ। ବିଜୁଳି ବିଲକୁ ଆପଣ କେମିତି ବଜେଟକୁ ଆଣିପାରିବେ ତାହା ଆଜି ଆମେ ଏଠାରେ ଜଣାଇବୁ। ଯାହା ଆପଣଙ୍କ ବିଜୁଳି ବିଲକୁ କମ୍ କରିପାରିବ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ ସମ୍ପର୍କରେ କହିବୁ ଯାହା ଦ୍ୱାରା ଆପଣଙ୍କ ବିଜୁଳି ବିଲ୍‌ କମ ଆସିବ। ବଜାରକୁ ଏମିତି ଏକ ଡିଭାଇସ ଆସିଛି ଯାହାକୁ କିଣିବା ପରେ ସହଜରେ ଗରମରୁ ରକ୍ଷା ପାଇପାରିବେ। ବିଜୁଳି ବିଲ ଟେନସନରୁ ମଧ୍ୟ ମୁକ୍ତି ମିଳିବ।

ଗରମ ର ପ୍ରଭାବ ଏତେ ଅଧିକ ହେଲାଣି ଯେ ୨୪ ଘଣ୍ଟା ପ୍ରାୟ ସମସ୍ତଙ୍କୁ ଏସି ଦରକାର ହେଉଛି। ଏମିତିରେ ଗରମରୁ ରକ୍ଷା ତ ମିଳିଯାଏ କିନ୍ତୁ ବିଜୁଳି ବିଲ ଆମ ଟେନସନ ବଢ଼ାଇଦିଏ। ଆଜି ଆମେ ଏମିତି ଏକ ଡିଭାଇସ୍‌ ସମ୍ପର୍କରେ କହିବୁ ଯେଉଁଥିରୁ ବିଜୁଳି ବିଲ ବହୁତ କ ମ ଆସିବ। ଆଉ ଏଥିରୁ ଆପଣ ଗରମରୁ ସହଜରେ ରକ୍ଷା ପାଇପାରିବେ। ଡିଭାଇସ ର ଦାମ ବହୁତ କମ। ଏବେ ଜାଣନ୍ତୁ ସେହି ଡିଭାଇସ ସମ୍ପର୍କରେ..

SiSAH 230V Energy Saving Socket ଏପରି ଏକ ଡିଭାଇସ ଯାହାଦ୍ୱାରା ଆପଣ ଗରମରୁ ରକ୍ଷା ପାଇପାରିବେ। ଏହାର ଦାମ କମ। ଆପଣ ଏହାକୁ କେବଳ ସର୍କେଟରେ ଲଗାଇବାକୁ ପଡ଼ିବ। କିନ୍ତୁ ଧ୍ୟାନ ରଖିବେ ଯେମିତି ଲଗାଇବା ସମୟରେ ଘରେ ଭୋଲଟେଜ ଯେପରି କମ ନଥିବ। ଏଥିରେ ଡିଜିଟାଲ ଡିସପ୍ଲେ ମଧ୍ୟ ରହିଛି। ଯେଉଁଥିରୁ ବିଜୁଳି ସମ୍ବନ୍ଧିତ ସବୁ ପ୍ରକାର ସୂଚନା ମିଳିଥାଏ। ଏହା ବ୍ଲୁଟୁଥ ଏନାବଲଡ୍‌ ନୁହେଁ, କିନ୍ତୁ ଆପଣ ଏଥିରେ ଓ୍ଵାଇଫାଇ କନେକ୍ଟ କରିପାରିବେ।

ଏହା ମଲ୍ଟି କଲର ରେ ଆସିଥାଏ। ଏହା ପୂର୍ଣ୍ଣ ରୂପେ ପ୍ଲାଷ୍ଟିକ ରେ ତିଆରି ହୋଇଥାଏ। ଫ୍ଲିପକାର୍ଟରେ ଏହା କିଣିଲେ ଆପଣଙ୍କୁ ୭ଦିନର ରିପ୍ଲେସମେଣ୍ଟ ପଲିସି ମଧ୍ୟ ମିଳିବ।

SiSAH 230V Energy Saving Socket ର ଦାମ ୧,୯୯୯ ଟଙ୍କା କିନ୍ତୁ ଏହାକୁ ଆପଣ ଫ୍ଲିପକାର୍ଟରେ ୧୩,୯୯ ଟଙ୍କାରେ କିଣିପାରିବେ। ଏଥିରେ ୩୦% ଭାରି ଡିସକାଉଣ୍ଟ ମଧ୍ୟ ମିଳୁଛି। ଯଦି ଆପଣ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କ କାର୍ଡରୁ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କୁ ୫% ଡିସକାଉଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.