ଜବରଦସ୍ତ ଫିଚର୍ସ ସହିତ ଲଞ୍ଚ ହେଲା Noise X-Fit 1 ସ୍ମାର୍ଟଓ୍ଵାଚ, ଜାଣନ୍ତୁ ଦାମ୍‌

Noise ଘରୋଇ ଫିଟନେସ୍‌ ବ୍ରାଣ୍ଡ HRX ସହିତ ପାର୍ଟନରସିପ୍‌ରେ ଏକ ନୂଆX-Fit 1ସ୍ମାର୍ଟଓ୍ଵାଚ ଲଞ୍ଚ କରିଛି। ଏହି ସ୍ମାଟଓ୍ଵାଚର ପ୍ରମୁଖ ଫିଚର୍ସ SpO2 ମନିଟରିଂ, ସ୍ଲିପ ଟ୍ରାକିଂ ହାର୍ଟରେଟ ମନିଟରିଂ, IP68, ଓ୍ଵାଟରଫ୍ରୁଟ ରେଟିଂ ଭଳି ଫିଚର୍ସ ରହିଛି। ଏହି ସ୍ମାଟଓ୍ଵାଚର ଦାମ୍‌ ୫ ହଜାର ଟଙ୍କାରୁ ଅଧିକ ରହିଛି।

ଏହି ସ୍ମାର୍ଟଓ୍ଵଚ ଆମାଜନ, ମିନ୍ତ୍ରା, ନଏଜର ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି। ନୂଆ ଲଞ୍ଚ ହୋଇଥିବାX-Fit 1ସ୍ମାର୍ଟଓ୍ଵାଚର ଦାମ୍‌ ୨,୯୯୯ ଟଙ୍କା ରହିବ। ସ୍ମାର୍ଟଓ୍ଵାଚ ୨ଟି କଲର ଅପସନରେ ବଜାରରେ ମିଳିବ। ବେୟରବଲ ସିଲଭର ଏବଂ ବ୍ଲାକ୍‌ ମେଟାଲ ଫ୍ରେମ ସହିତ ବ୍ୟାଣ୍ଡ୍‌ ଧଳା ଏବଂ କଳା ସିଲିକନ ଷଅପସନରେ ମିଳିବ।

Noise- X-Fit 1 ସ୍ମାର୍ଟଓ୍ଵାଚ ୧.୫୨ ଇଞ୍ଚରIPS Truview ଡିସପ୍ଲେ ରହିଛି। ଯେଉଁଥିରେ ୮୬ ପ୍ରତିଶତ ସ୍କ୍ରିନ-ଟୁ-ବଡି ରେସିଓ ରହିଛି। ପ୍ୟାନେଲରେ360×400 ପିକ୍ସେଲ ରିଜ୍ୟୁଲୋସନ ରହିଛି। ଏହାର ଓଜନ ୩୦ ଗ୍ରାମ ରହିଛି।

ଏହାSpO2 ସହିତ ଆସିଥାଏ, ଯାହା ବ୍ଲଡ ଅକ୍ସିଜେନ ଲେବଲକୁ ଟ୍ରାକ୍‌ କରିଥାଏ। ଏହା ହାର୍ଟ ରେଟ ମନିଟର ଏବଂ ସ୍ଲିପିଂ ପାର୍ଟନ ଉପରେ ମଧ୍ୟ ନଜର ରଖିଥାଏ। କମ୍ପାନୀ ମତାବକ, Noise- X-Fit 1 ଷ୍ଟ୍ରେସ ଲେବଲକୁ ଟ୍ରାକ୍‌ କରିଥାଏ। ଏଥିରେ ୧୫ଟି ସ୍ପୋଟର୍ସ ମୋଡ୍‌ ମଧ୍ୟ ରହିଛି।

ଏହି ସ୍ମାର୍ଟଓ୍ଵାଚ ୧୦୦ରୁ ଅଧିକ କ୍ଲାଉଡ ଆଧାରିତ ଓ୍ଵାଚ ଫେସକୁ ସପୋର୍ଟ କରିଥାଏ। କ୍ୱିଇକ୍‌ ରିପ୍ଲାଏ ଏବଂ ସ୍ମାର୍ଟ ଡିଏନଡି ଭଳି ଫିଚର ମିଳିବ। ଏଥିରେ ୨୧୦mAh ବ୍ୟାଟେରୀ ରହିଛି। ଏହାର ବ୍ୟାଟେରୀ ଲାଇଫ ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.