Below header

ଭଣଜା ପାଇଁ ମାମୁଁଙ୍କ ଜୋରଦାର ପ୍ରଚାର: ଚାନ୍ଦବାଲି ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଇଁ ବିଜୟ ନାୟକଙ୍କ ପ୍ରଚାର

କେନ୍ୟୁଜ୍: ଭଣଜା ପାଇଁ ମାମୁଁଙ୍କ ଜୋରଦାର ପ୍ରଚାର। ଚାନ୍ଦବାଲି ବିଧାନସଭା ଆସନର ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପାଇଁ ପ୍ରଚାର ଚଳାଇଛନ୍ତି ଚାନ୍ଦବାଲିର ପୂର୍ବତନ ବିଧାୟକ ତଥା ବିଜେଡିର ହେଭିୱେଟ ନେତା ବିଜୟ ନାୟକ। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତରେ ସ୍ଥାନୀୟ ନେତାଙ୍କ ସହ ବ୍ୟୋମକେଶଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ଅନେକ ବିକାଶମୂଳକ କାର‌୍ୟ୍ୟ ହୋଇଛି। ଏହି ଧାରାକ ଆଗକୁ ଅବ୍ୟାହତ ରଖିବାକୁ ବିଜେଡିକୁ ଭୋଟ ଦେବାକୁ ସେ ଭୋଟରଙ୍କୁ ନିବେଦନ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.