ପତ୍ନୀଙ୍କ ସହ ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ହସନର ପାଦୁଭାଲାହିପେର ଏକ ବୁଥରେ କଲେ ମତଦାନ

କେନ୍ୟୁଜ୍ : ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଜେଡିଏସ ନେତା ଏଚଡି ଦେବେଗୌଡ଼ା ଓ ତାଙ୍କ ପତ୍ନୀ ଭୋଟ ଦେଇଛନ୍ତି। କର୍ଣ୍ଣାଟକ ହସନର ପାଦୁଭାଲାହିପେର ଏକ ବୁଥରେ ମତଦାନ କରିଛନ୍ତି ଦେବେଗୌଡ଼ା। ତୁମକୁର ଆସନରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ।

dev gauda

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.