ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ଉଦ୍ଧାର

ମାଲକାନଗିରି : ଜୟପୁରିଆଗୁଡ଼ାଠାରେ ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବଷେଣରେ ସାପଟି ଜନ ବସତି ଅଂଚଳକୁ ଆସିଥିବା ଜଣା ପଡିଛି। ସାପକୁ ଦେଖିବା ହେବା ପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍‌ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିବା ସମୟରେ ଜଣେ ଆହତ ହୋଇଥିଲେ। ସାପଟି ୧୦ଫୁଟ୍‌ ଲମ୍ବ ଓ ଓଜନ ୧୫ କିଲୋଗ୍ରାମ ବୋଲି ଜଣା ପଡିଛି।

Leave A Reply

Your email address will not be published.