ରାସ୍ତାକୁ ଓହ୍ଲାଇଲେ ଏଚଆଇଭି ସଂକ୍ରମିତ ରୋଗୀ, ଡାକ୍ତର ପ୍ରଶାନ୍ତ ସ୍ୱାଇଁଙ୍କୁ ଜାଣିଶୁଣି ଫସାଯାଇଥିବା ଅଭିଯାଗ କଲା ସଂଗଠନ

ରାସ୍ତାକୁ ଓହ୍ଲାଇଲେ ଏଚଆଇଭି ସଂକ୍ରମିତ ରୋଗୀ। ସମାଜରୁ ବାସନ୍ଦ ଭୟରେ ନିରବ ରହୁଥିବା ରୋଗୀ ଏବେ ମୁହଁ ଖୋଲିଛନ୍ତି। ଭିମସାର ଏଚଆଇଭି ସଂକ୍ରମିତ ରୋଗୀ ଚିକିତ୍ସା ଘଟଣାର ତଦନ୍ତ ରିପୋର୍ଟ ଆସବା ପୂର୍ବରୁ ତଦନ୍ତ ପକ୍ରୀୟାକୁ ବନ୍ଦ କରିବା ପାଇଁ ଦାବି କରିଛି ସମ୍ବଲପୁର ନେଟଓ୍ଵର୍କ ଅଫ ପୋଜିଟିଭ ପିପୁଲ । ଏଚଆଇଭି ସଂକ୍ରମିତ ରୋଗୀଙ୍କୁ ଡାକ୍ତର ଚିକିତ୍ସା ପାଇଁ ମନା କରିପାରିବେ ନାହଁ ବୋଲି ସୁପ୍ରିମକୋର୍ଟଙ୍କ ଗାଇଡ ରହିଛି । ତେବେ ଭିମସାର ଡାକ୍ତର ଏହି ନିୟମକୁ ଖୋଲାଖୋଲି ଉଲଂଘନ କରୁଥିବା ସଂଗଠନ ଅଭିଯୋଗ କରିଛି । ଏଚଆଇଭି ସଂକ୍ରମିତଙ୍କ ଚିକିତ୍ସା କରିଥିବା ଡାକ୍ତର ପ୍ରଶାନ୍ତ ସ୍ୱାଇଁଙ୍କୁ ଜାଣିଶୁଣି ଫସାଯାଇଥିବା ସଂଗଠନ ଅଭିଯାଗ କରିଛି ।

Leave A Reply

Your email address will not be published.