ଅନୁଗୁଳ: ତପସ୍ୱିନୀ ଏକ୍ସପ୍ରେସ ଇଞ୍ଜିନରେ ତ୍ରୁଟି । ଅନୁଗୁଳ ବାମୁର ଷ୍ଟେସନ ଅଟକିଲା ଟ୍ରେନ୍ । ପାଖାପାଖି ତିନି ଘଣ୍ଟା ଅଟକି ରହିଲା ଟ୍ରେନ୍ । ଏହି ଟ୍ରେନ୍ରେ ରହିଥିଲେ ସାଂସଦ ଜୁଏଲ ଓରାମ । ଟ୍ରେନ୍ଟି ପୁରୀରୁ ରାୟଗଡ଼ା ଯାଉଥିବା ବେଳେ ବାମୁରା ଷ୍ଟେସନ୍ରେ ତ୍ରୁଟି ଦେଖିବାକୁ ମିଳିଥିଲା ।