ଭାରତୀୟ ଡାକ ବିଭାଗରେ ଖାଲିପଡିଛି ୨୮୩୪ ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଭାରତ ସରକାରଙ୍କ ଅଧିନରେ ଚାକିରି କରିବାକୁ ଚାହୁଁଛନ୍ତି। ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଡାକ ବିଭାଗରେ ବମ୍ପର ଭର୍ତ୍ତି ହେଉଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ସହିତ ପଞ୍ଜିକରଣ ଏବଂ ଶୁଳ୍କ ଜମା କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଧ୍ୟପ୍ରଦେଶ ଡାକବିଭାଗ ଏହି ନିଯୁକ୍ତି କରୁଛି। ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌କୁ ଯାଇ ଲିଙ୍କରେ କ୍ଲିକ୍‌ କରି ଅଧିକ ବିବରଣୀ ପାଇପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୮ ଜୁନ୍‌ ରହିଥିବା ଶେଷ ତାରିଖ ୭ ଜୁଲାଇ ରହିଛି।

ପଦବୀ ବିବରଣୀ : ଗ୍ରାମୀଣ ଡାକ ସେବକ (୨୮୩୪)

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ଆବେଦନକାରୀଙ୍କ ସର୍ବନିମ୍ନ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବୋର୍ଡରୁ ୧୦ ପାସ୍‌ କରିଥିବା ଆବଶ୍ୟକ।

pp

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ।

ଏମିତି କରନ୍ତୁ ଆବେଦନ : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଲିଙ୍କରେ କ୍ଲିକ କରି ନୋଟିଫିକେସନକୁ ଡାଉନଲୋଡ କରି ଭଲଭାବେ ପଢନ୍ତୁ। ଆବେଦନ କରିବାର ଶେଷ ତାରିଖ ୭ ଜୁଲାଇ ପର୍ଯ୍ୟନ୍ତ ରହିଛି।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଚୟନ ପ୍ରକ୍ରିୟା ମେରିଟ ଆଧାରରେ କରାଯିବ।

Leave A Reply

Your email address will not be published.