ଭୁବନେଶ୍ୱର: ଆଜି ରାଜଧାନୀରୁ ୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମୁନୀସିପାଲ କମିସିନର । ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟାଇନ ସେଣ୍ଟରରୁ ୨୪୩ ଜଣ ଥିବା ବେଳେ ୩୦୭ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।
Update on newly detected & cured #COVID19 cases in the last 24 hrs under the BMC area on 4th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/3FHA01PwcP— BMC (@bmcbbsr) September 4, 2020
ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂଖ୍ୟା ୧୨୪୦୩ ଛୁଇଁଥିବା ବେଳେ ଏମଧ୍ୟରୁ ସୁସ୍ଥ ହୋଇଛନ୍ତି ୭୫୨୩ ଜଣ ।ଏଯାବତ ସହରରେ ୪୮୨୨ଟି ଆକ୍ଟିଭ କେଶ ଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୪୧ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଯେବେକି ୨ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ ରହିଛି ।