କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରୁ ୨୨୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୩୪ଜଣ, ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୧୫ଜଣ, ଖୋର୍ଦ୍ଧାରୁ ୧୩ଜଣ, ପୁରୀରୁ ୧୩ଜଣ, ନୂଆପଡ଼ାରୁ ୧୦ଜଣ, ଯାଜପୁରରୁ ୯ଜଣ, ବାଲେଶ୍ବରରୁ ୮ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ଝାରସୁଗୁଡ଼ାରୁ ୭ଜଣ, ମୟୁରଭଞ୍ଜରୁ ୭ଜଣ,ବଲାଙ୍ଗୀରରୁ ୬ଜଣ, କୋରାପୁଟରୁ ୬ଜଣ, କଟକରୁ ୪ଜଣ, କେନ୍ଦୁଝରରୁ ୪ଜଣ, ବୌଦ୍ଧରୁ ୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।
6 from Bolangir
5 from Koraput
4 from Cuttack
4 from Keonjhar
3 from Boudh
3 from Ganjam
3 from Jagatsinghpur
3 from Kandhamal
2 from Dhenkanal
2 from Sonepur
1 from Bhadrak
1 from Nayagarh
3 from State PoolThe total recovered cases of Odisha now stand at 328271
— H & FW Dept Odisha (@HFWOdisha) January 11, 2021
ସେହିପରି ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୩ଜଣ, କନ୍ଧମାଳରୁ ୩ଜଣ, ଢ଼େଙ୍କାନାଳରୁ ୨ଜଣ, ସୁବର୍ଣ୍ଣପୁରରୁ ୨ଜଣ, ଭଦ୍ରକରୁ ଜଣେ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୩୨୮୨୭୧ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।