ମାଲକାନଗିରି: ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍ ଜୋନ୍ରେ । ଜିଲ୍ଲାରେ ଆକ୍ଟିଭ୍ କେସ୍ ୫୦୦ ତଳେ ରହିଛି । ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଭୟରେ ପର୍ବାସୀ ଜିଲ୍ଲାର ସୀମାନ୍ତ ମୋଟୁ ଚେକ୍ ପୋଷ୍ଟ ଦେଇ ପ୍ରବେଶ କରୁଛନ୍ତି ।
ଆନ୍ଧ୍ର ,ତେଲେଙ୍ଗାନା, ତାମିଲନାଡୁ ରାଜ୍ୟରୁ ପ୍ରବାସୀ ଶ୍ରମିକ ଫେରୁଛନ୍ତି। ଚେକ୍ ପୋଷ୍ଟରେ ପ୍ରବାସୀଙ୍କ ସବୁ ଟେଷ୍ଟ କରି ଘର ବାହୁଡା କରାଯାଉଛି । ସୀମାନ୍ତରୁ ଅଧିକ ସୂଚନା ଦେଇଛନ୍ତି ରିପୋର୍ଟର ପ୍ରସାଦ ନାୟକ ।