ଅଲାରନାଥ ମନ୍ଦିର ଓ ଚନ୍ଦନ ପୋଖରୀ ଚାରିପଟେ ୧୪୪ ଧାରା ଜାରି, ଆସନ୍ତା ୨୧ ଦିନ ଯାଏ କଟକଣା ବଳବତ୍ତର

ବ୍ରହ୍ମଗିରି: ଆଜି ପ୍ରଭୁ ଅଲାରନାଥଙ୍କ ଚନ୍ଦନ ଯାତ୍ରା । କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ଅଲାରନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ମାତ୍ର ୩୦ ଜଣ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ନୀତିକାନ୍ତି ।

ଏହାସହ ଅଲାରନାଥଙ୍କ ମନ୍ଦିର ଓ ଚନ୍ଦନ ପୋଖରୀ ଚାରିପଟେ ୧୪୪ ଧାରା ଜାରି ହୋଇଛି। ଆସନ୍ତା ୨୧ ଦିନ ତଥା ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି କହିଛନ୍ତି ଅଲାରନାଥଙ୍କ ଟ୍ରଷ୍ଟି ତଥା ବ୍ରହ୍ମଗିରି ତହସିଲଦାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.