BPSC ରେ ଖାଲିପଡିଥିବା ପଦବୀ ପାଇଁ ଜଲଦି କରନ୍ତୁ ଆବେଦନ, ଦରମା ମାସିକ ୬୦ ହଜାରରୁ ଅଧିକ

ବିହାର ଲୋକ ସେବା ଆୟୋଗ ପକ୍ଷରୁ ସୂଚନା ଏବଂ ଜନସଂପର୍କ ବିଭାଗ ଅଧିନରେ ଡିଆରଡିଓରେ ଭର୍ତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୫ ତାରିଖ ପର୍ଯ୍ଯନ୍ତ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଆବେଦନ କରିବା ପାଇଁ BPSC ର ଅଧିକାରକ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://onlinebpsc.bihar.gov.in/Main/Index କ୍ଲିକ କରି ଆବେଦନ କରିପାରିବେ। ଏହାଛଡା http://bpsc.bih.nic.in/Advt/NB-2021-02-12-02.pdf ଜରିଆରେ ଅଧିକାରକ ନୋଟିଫିକେସନରେ ଦେଖିପାରିବେ।

ପଦବୀ ବିବରଣୀ: ୩୧

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୫ ରହିଛି।

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ଯତା ପ୍ରାପ୍ତ ସଂସ୍ଥାରୁ କୌଣସି ବିଷୟରେ ଗ୍ରାଜୁଏସନ ସହିତ ଡିଗ୍ରୀ କରିଥିବା ଜରୁରୀ। ଏହାସହିତ ସାମ୍ବାଦିକତା ଏବଂ ଟେଲି କମ୍ଯୁନିକେସନରେ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ।

ଆବେଦନ ଶୁଳ୍କ: ସାମାନ୍ଯ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ରହିଥିବା ବେଳେ ରାଜ୍ଯର ସ୍ଥାୟୀ ପ୍ରାର୍ଥୀ ଏବଂ ସରଂକ୍ଷିତ ଶ୍ରେଣୀ, ମହିଳାଙ୍କ ପାଇଁ ୨୦୦ ଟଙ୍କା ଆବେଦନ ଶୁଳ୍କ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.