ମେହୁଲ ଚୋକସୀଙ୍କୁ ଜାମିନ ଦେବାକୁ ମନାକଲେ ଡୋମିନିକା ହାଇକୋର୍ଟ

ମେହୁଲ ଚୋକସୀଙ୍କୁ ବଡ଼ ଝଟକା । ଜାମିନ ଦେବାକୁ ମନାକଲେ ଡୋମିନିକା ହାଇକୋର୍ଟ । ପିଏନବି ସ୍କାମରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଡୋମିନିକା ହାଇକୋର୍ଟ ମେହୁଲ ଚୋକସିଙ୍କ ଜାମିନ ଦେବାକୁ ମନା କରି ଦେଇଛନ୍ତି । ବିମାନ ଯାତ୍ରା

ବିପଦ କାରଣରୁ ମେହୁଲ ଚୋକସିଙ୍କୁ ଜାମିନ ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ମେହୁଲ ଚୋକସିଙ୍କ ନାଁରେ ଅଭିଯୋଗ ରହିଛି । ମେ’ ୨୩ରେ ମେହୁଲ ଚୋକସୀ ଆଣ୍ଟିଗୁଆରୁ ନିଖୋଜ ହୋଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.