ଲାପଟପ କିମ୍ବା କମ୍ପ୍ଯୁଟରରୁ ହ୍ବାଟସଆପ୍ ଭିଡିଓ କଲ୍ କରିବା ସହଜ, ଆପଣାନ୍ତୁ ଏହି ଉପାୟ

ହ୍ବାଟସଆପର ବ୍ଯବହାର ଚାଟିଂ, ଭଏସ କଲ ଏବଂ ଭିଡିଓ କଲ୍ ପାଇଁ ବଢିଚାଲିଛି। ଭିଡିଓ କଲ ଏବେ ବହୁତ ସହଜ ହୋଇପଡିଛି, ଏହା ପାଇଁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡୁନାହିଁ।

ହ୍ବାଟସଆପ୍ ଭିଡିଓ କଲ କେବଳ ସ୍ମାର୍ଟଫୋନ ନୁହେଁ ବରଂ ଆପଣ ଯଦି ଚାହିଁବେ ଲାପଟପ ଏବ କମ୍ପ୍ଯୁଟର ଜରିଆରେ ମଧ୍ୟ ଭିଡିଓ କଲିଂ କରିପାରିବେ। ଏଥିପାଇଁ ହ୍ବାଟସଆପ୍ ୱେବର ବ୍ଯବହାର କରିବାକୁ ହେବ। ତେବେ କେମିତି କରିବେ ହ୍ବାଟସଆପ୍ ୱେବରୁ ଭିଡିଓ କଲିଂ।

ପ୍ରଥମେ ନିଜ କମ୍ପ୍ଯୁଟର କିମ୍ବା ଲାପଟପରେ ୱେବ ବ୍ରାଉଜରରେ ହ୍ବାଟସଆପ ୱେବ ଓପନ କରନ୍ତୁ।

ପ୍ରଥମେ ଏକ କ୍ରିଏଟ ରୁମର ଅପସନ ନଜର ଆସିବ। ଏଠାରେ କ୍ଲିକ କରନ୍ତୁ।

କ୍ଲିକ କରିବା ପରେ ଆପଣଙ୍କ ସ୍କ୍ରିନରେ ଏକ ପପ୍ ଅପ୍ ନଜର ଆସିବ। ଏହି ପପ୍ ଅପରେ ଟ୍ଯାପ୍ କରନ୍ତୁ।

ପପ୍ ଅପରେ ଟାପ କରିବା ପରେ ରୁମ କ୍ରିଏଟ କରିବା ପରେ ନିଜ ଲୋକଙ୍କ ସହିତ ଭିଡିଓ କଲ କରିବା ପାଇଁ ଲିଙ୍କ ପଠାନ୍ତୁ। ତା’ ପରେ ଆପଣ ଲାପଟପ କିମ୍ବା ଡେସ୍କଟପରୁ ଭିଡିଓ କଲ୍ କରିପାରିବେ।

ହ୍ବାଟସଆପରେ ଭିଡିଓ କଲ କରିବା ସମୟରେ ଆପଣ ଆଉ କିଛି ଅପସନର ବ୍ଯବହାର କରିପାରିବେ। ଭିଡିଓ କଲିଂ ସମୟରେ ଆପଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.