ଖୋରାସନର ରାଜା ହେଲେ ଅହମ୍ମଦ ମାସୁଦ, ଅନୁଷ୍ଠିତ ହେଲା ରାଜଭିଷେକ

ଖୋରାସନର ରାଜା ହେଲେ ଅହମ୍ମଦ ମାସୁଦ। ମାସୁଦଙ୍କ ହେଲା ରାଜଭିଷେକ। ମାସୁଦଙ୍କୁ ପଞ୍ଜିଶିରର ରାଜା କରାଯାଇଛି। ମାସୁଦ ଏବେ ପଞ୍ଜଶିରକୁ ରକ୍ଷା କରିବେ। ତାଲିବାନ ବିରୋଧରେ ଜୋରଦାର ହେବ ଲଢେଇ । ଯୁଦ୍ଧର ନେତୃତ୍ୱ ନେବେ ରାଜା ମାସୁଦ। ଏପଟେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିନି। ତା ପୂର୍ବରୁ ପଞ୍ଜଶିର ରାଜା ହେଲେ ମାସୁଦ।

ଏହା ପୂର୍ବରୁ ଯୁଦ୍ଧ ଫ୍ରଣ୍ଟଲାଇନରେ ଅହମ୍ମଦ ମାସୁଦଙ୍କୁ ଦେଖିବାକୁ ମିଳିଥିଲା । ଆଜି ବନ୍ଧୁକ ଧରି ଯୁଦ୍ଧକ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଅହମ୍ମଦ ଶାହ ମାସୁଦଙ୍କ ପୁଅ ହେଉଛନ୍ତି ମାସୁଦ୍‌ । ବୟସ ମାତ୍ର ୩୨ ବର୍ଷ । ପିତାଙ୍କ ମୃତ୍ୟୁ ପରେ ପଞ୍ଜଶିର ପାଇଁ ଲଢ଼ି ଆସୁଛନ୍ତି ମାସୁଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.