ଆବଶ୍ୟକ ସାମଗ୍ରୀ
ଗୋଟିଏ ନଡିଆ
ଚିନି
ଡ୍ରାଏ ଫ୍ରୁଟ୍ସ
ଘିଅ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଏକ ସୁଖିଲା ନଡିଆ ନେଇ ଭଲଭାବେ ଧୋଇ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ।
- ପେଶା ହୋଇଥିବା ନଡିଆକୁ କଡାରେ ପକାଇ ଭାଜିଦିଅନ୍ତୁ।
- ଏହାପରେ ସିରା ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଯେପରି ସିରା ଅଧିକ ଗାଢ଼ ନହେବ। ଅଧିକ ପତଳା ସିରାରେ ବରଫି ଠିକ ଭାବେ ହେବନାହିଁ।
- ଯଦି ଆପଣ ନଡିଆ ବର୍ଫି ବନାଇବା ସମୟରେ ଡ୍ରାଏ ଫ୍ରୁଟ ପକାନ୍ତୁ। କିନ୍ତୁ ଏହାପୂର୍ବରୁ ତେଳରେ ଏହାକୁ ଭାଜି ଦିଅନ୍ତୁ।
- ହାଲକା ଆଞ୍ଚରେ କଦ୍ଦୁକସ୍ କରାଯାଇଥିବା ନଡିଆ କୋରା ଏବଂ ସିରାକୁ ମିଶାଇ ଦିଅନ୍ତୁ। କଡାରେ ସେତେ ପର୍ଯ୍ୟନ୍ତ ଚଲାନ୍ତୁ ଯେବେ ପର୍ଯ୍ୟନ୍ତ ମିଶ୍ରଣ ଗାଢ଼ା ନହୋଇଛି।
- ଯେତେବେଳେ ମିଶ୍ରଣକୁ ପ୍ଲେଟକୁ ବାହାର କରୁଛନ୍ତି ସେତେବେଳେ ପ୍ଳେଟରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ। ଏମିତି କରିବା ପରେ ମିଶ୍ରଣ ଚିପଚିପା ହେବନାହିଁ।
- ଏହାକୁ ମନଲାଖି ଆକାରରେ କାଟି ଦିଅନ୍ତୁ।