ଆଠଗଡ(କେନ୍ୟୁଜ୍): ବୁଡିଲା ଏସିଆ ମହାଦେଶର ସର୍ବବୃହତ ଦିତୀୟ ମଧୁର ଜଳର ହ୍ରଦ ଅଂଶୁପା। ପର୍ଯ୍ୟଟନ ସ୍ଥଳୀ ଭାବରେ ଜନପ୍ରିୟ ଏହି ହ୍ରଦ ବାଙ୍କିର ଜାତ ମୁଣ୍ଡିଆ ଓ ସୁବର୍ଣ୍ଣପୁର କୁ ସଂଯୋଗ କରୁଥିବା ପୋଲ ମହାନଦୀ ଅବବାହିକା ରହିଛି। ମହାନଦୀରୁ ଅତ୍ୟଧିକ ବନ୍ୟାଜଳ ପ୍ରବେଶ ପରେ ବୁଡିଲା ଅଂଶୁପା।
ଅଂଶୁପା ହ୍ରଦ ରୁ ମହାନଦୀ ଏକ କେନାଲ ରହିଛି। ଯାହାର ନାମ ରହିଛି ମୟୁରୀ କେନାଲ। ମହାନଦୀରୁ ମୟୂରୀ କେନାଲ ଦେଇ ଅଂଶୁପାକୁ ଜଳ ପ୍ରବେଶ କରିଥାଏ। ଅତ୍ୟଧିକ ବନ୍ୟାଜଳ ପ୍ରବେଶ ପରେ ଏବେ ଘର ଓ ପାର୍କ ବୁଡ଼ିରହିଛି।