INS ବିକ୍ରାନ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନେଜଙ୍କୁ ଭାରତୀୟ ନୌସେନା ଗୁରୁବାର INS ବିକ୍ରନ୍ତରେ ଗାର୍ଡ ଅଫ ଅନର ଦେଇଛନ୍ତି | ଏଥି ସହ ତାଙ୍କୁ INS କକପିଟ ଉପରେ ବସାଇ ଥିବାର ଦେଖାଯାଇଛି | INS ଉପରେ ବସିବା ପରେ ସେ ନିଜକୁ ଗର୍ବ ମନେ କରନ୍ତି ବୋଲି କହିବା ସହ ଭାରତ ସ୍ୱଦେଶୀ କୌଶଳରେ ନିର୍ମିତ INS ବିକ୍ରନ୍ତକୁ ପ୍ରଶଂସା କରିଛନ୍ତି |

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନେଜଙ୍କୁ ଭାରତୀୟ ନୌସେନା ଗୁରୁବାର INS ବିକ୍ରନ୍ତରେ ଗାର୍ଡ ଅଫ ଅନର ଦେଇଛନ୍ତି | ଏଥି ସହ ତାଙ୍କୁ INS କକପିଟ ଉପରେ ବସାଇ ଥିବାର ଦେଖାଯାଇଛି | INS ଉପରେ ବସିବା ପରେ ସେ ନିଜକୁ ଗର୍ବ ମନେ କରନ୍ତି ବୋଲି କହିବା ସହ ଭାରତ ସ୍ୱଦେଶୀ କୌଶଳରେ ନିର୍ମିତ INS ବିକ୍ରନ୍ତକୁ ପ୍ରଶଂସା କରିଛନ୍ତି |

ପ୍ରଧାନମନ୍ତ୍ରୀଙ୍କ ଅମଂତ୍ରଣରେ ଏଠାକୁ ଆସି ସେ ନିଜକୁ ସମ୍ମାନିତ ମାନେ କରୁଛନ୍ତି ବୋଲି କହିଛନ୍ତି | ମୋର ଗସ୍ତ ଭାରତ ସହ ସମ୍ପର୍କକୁ ମଜବୁତ କରିବାରେ ପ୍ରତିବଦ୍ଧତା ସୃଷ୍ଟି କରିଛି ବୋଲି ଶ୍ରୀ ଆନ୍ଥୋନୀ କହିଥିଲେ | ଅଷ୍ଟ୍ରେଲିଆ ପାଇଁ ଭାରତ ଏକ ମୁଖ୍ୟ ସୁରକ୍ଷା ଭାଗିଦାରୀ | ଭାରତ ମହାସାଗର ଦୁଇ ଦେଶର ସୁରକ୍ଷା ଓ ସମୃଦ୍ଧିର କେନ୍ଦ୍ର ବିନ୍ଦୁ ବୋଲି ଶ୍ରୀ ଆନ୍ଥୋନୀ କହିଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.