Below header

ଆଜିର ଭାଗ୍ୟଫଳ: ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ

ମନ ଅସ୍ଥିର ରହିବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ସମ୍ମାନ ବୃଦ୍ଧି ପାଇବ। ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଆୟର ଉତ୍ସ ବଢ଼ିପାରେ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମେଷ: ମନ ଅସ୍ଥିର ରହିବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଖର୍ଚ୍ଚ ବୃଦ୍ଧି ପାଇବ। ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ। ସମ୍ମାନ ବୃଦ୍ଧି ପାଇବ।

ବୃଷ: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବୌଦ୍ଧିକ କାର୍ଯ୍ୟରେ ସମ୍ମାନ ପାଇବେ। ଆୟର ଉତ୍ସ ବଢ଼ିପାରେ। ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଶାନ୍ତ ରୁହନ୍ତୁ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ। ଅଫିସ୍‌ରେ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ। ଆୟ ବୃଦ୍ଧି ପାଇବ। ମାନସିକ ଶାନ୍ତି ରହିବ।

କର୍କଟ: ଚାକିରିରେ ପଦୋନ୍ନତି ସୁଯୋଗ ରହିଛି। ପଠନ ପ୍ରତି ରୁଚି ବଢ଼ିବ। କାର୍ଯ୍ୟ ପ୍ରତି ଜୋଶ୍‌ ଏବଂ ଉତ୍ସାହ ରହିବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଲାଭ ସୁଯୋଗ ରହିଛି।

ସିଂହ: ଅତ୍ୟଧିକ ଖର୍ଚ୍ଚ ହେବ। ମା’, ବାପାଙ୍କ ସମର୍ଥନ ପାଇବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ଆତ୍ମସଂଯତ ରୁହନ୍ତୁ। ବ୍ୟବସାୟରୁ ଲାଭ ହୋଇପାରେ।

କନ୍ୟା: ମନ ଖୁସି ରହିବ। ଅଧ୍ୟୟନ ପ୍ରତି ଆଗ୍ରହ ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସଫଳତା ପାଇବେ। ଦାମ୍ପତ୍ୟ ସୁଖ ବୃଦ୍ଧି ପାଇବ। କଥାବାର୍ତ୍ତାରେ ଭଦ୍ରତା ରହିବ।

ତୁଳା: ଅଯଥା କ୍ରୋଧରୁ ଦୂରେଇ ରୁହନ୍ତୁ। ଧୌର୍ଯ୍ୟବାନ୍‌ ହୁଅନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଖର୍ଚ୍ଚ ବଢ଼ିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

ବିଛା: ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳତା ପାଇବେ। ପୋଷାକ ଉପରେ ଖର୍ଚ୍ଚ ବଢ଼ିପାରେ। କଥାବାର୍ତ୍ତାରେ ଭଦ୍ରତା ରହିବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।

ଧନୁ: କ୍ରୋଧରୁ ଦୂରେଇ ରୁହନ୍ତୁ। ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିକିତ୍ସା ଖର୍ଚ୍ଚ ବଢ଼ିପାରେ। ମା’ଙ୍କ ସମର୍ଥନ ପାଇବେ। ପରିବାରରେ ଧାର୍ମିକ ହୋଇପାରେ। ମାନସିକ ଶାନ୍ତି ରହିବ।

ମକର: ମନରେ ଆତ୍ମବିଶ୍ୱାସ ରହିବ। ଅଫିସ୍‌ରେ ଅଯଥା ବିତର୍କରୁ ଦୂରେଇ ରୁହନ୍ତୁ। ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ସାଙ୍ଗମାନଙ୍କ ସମର୍ଥନ ପାଇବେ। ଲାଭ ଯୋଗ ଅଛି।

କୁମ୍ଭ: ବାଣୀରେ ମଧୁରତା ରହିବ। ପରିବାରରେ ସମ୍ମାନ ପାଇବେ। ମିଠା ଖାଦ୍ୟ ପ୍ରତି ରୁଚି ବଢ଼ିବ। ଖର୍ଚ୍ଚ ବୃଦ୍ଧି ପାଇବ। ବାପାଙ୍କ ସହଯୋଗ ଏବଂ ସମର୍ଥନ ପାଇବେ।

ମୀନ: ମନ ଖୁସି ରହିବ। ପାରିବାରିକ ଜୀବନ ସୁଖମୟ ହେବ। କ୍ରୋଧ ଅତ୍ୟଧିକ କରିପାରନ୍ତି। ଜଣେ ସାଙ୍ଗ ସହିତ ବିବାଦ ଉପୁଜିପାରେ। ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.