Below header

ରେଳ ଷ୍ଟେସନ ନିକଟରେ ହୁତୁ ହୁତୁ ହୋଇ ଜଳିଲା ମାଲ୍‌ବାହୀ ଟ୍ରେନ୍‌

ହୁହୁ ହୋଇ ଜଳିଲା ଟ୍ରେନ। ମାଲବାହୀ ଟ୍ରେନ ଇଞ୍ଜିନରେ ନିଆଁ। ଢେଙ୍କାନାଳ ଗୋବିନ୍ଦପୁର ଗାଁ ନିକଟ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବହିନୀର ଉଦ୍ୟମ ଜାରି ରହିଛି । ଇଞ୍ଜିନରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆ ବାହାରିଛି ।

ଢେଙ୍କାନାଳ (କେନ୍ୟୁଜ୍‌) : ହୁହୁ ହୋଇ ଜଳିଲା ଟ୍ରେନ। ମାଲବାହୀ ଟ୍ରେନ ଇଞ୍ଜିନରେ ନିଆଁ। ଢେଙ୍କାନାଳ ଗୋବିନ୍ଦପୁର ଗାଁ ନିକଟ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବହିନୀର ଉଦ୍ୟମ ଜାରି ରହିଛି । ଇଞ୍ଜିନରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆ ବାହାରିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.