ବାରବାଟି ଷ୍ଟାଡିୟମ୍ ରେ ହେବ IPL ମ୍ୟାଚ୍ !

କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ଆଇପିଏଲ୍ ମ୍ୟାଚ୍ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍ । ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଏବଂ କଟକରେ ଖାଳାଯାଇପାରେ ।

କଟକ (କେନ୍ୟୁଜ୍‌) : କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ଆଇପିଏଲ୍ ମ୍ୟାଚ୍ । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ ଖେଳିପାରେ ମ୍ୟାଚ୍ । ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଏବଂ କଟକରେ ଖାଳାଯାଇପାରେ । ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ପୁରୁଷ ଆଇପିଏଲ୍ ମ୍ୟାଚ୍ ।