ରେଳ ଷ୍ଟେସନ ନିକଟରେ ହୁତୁ ହୁତୁ ହୋଇ ଜଳିଲା ମାଲ୍ବାହୀ ଟ୍ରେନ୍
ହୁହୁ ହୋଇ ଜଳିଲା ଟ୍ରେନ। ମାଲବାହୀ ଟ୍ରେନ ଇଞ୍ଜିନରେ ନିଆଁ। ଢେଙ୍କାନାଳ ଗୋବିନ୍ଦପୁର ଗାଁ ନିକଟ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବହିନୀର ଉଦ୍ୟମ ଜାରି ରହିଛି । ଇଞ୍ଜିନରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆ ବାହାରିଛି ।

ଢେଙ୍କାନାଳ (କେନ୍ୟୁଜ୍) : ହୁହୁ ହୋଇ ଜଳିଲା ଟ୍ରେନ। ମାଲବାହୀ ଟ୍ରେନ ଇଞ୍ଜିନରେ ନିଆଁ। ଢେଙ୍କାନାଳ ଗୋବିନ୍ଦପୁର ଗାଁ ନିକଟ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଦମକଳ ବହିନୀର ଉଦ୍ୟମ ଜାରି ରହିଛି । ଇଞ୍ଜିନରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଧୂଆ ବାହାରିଛି । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।