Below header

ବଜାଜ୍‌ ଚେତକ ଇଲେକ୍ଟ୍ରିକ୍ ସ୍କୁଟରରେ ମିଳୁଛି ଭାରି ଡିସକାଉଣ୍ଟ, ଏବେ ହିଁ କିଣିଲେ ପାଇବେ ଲାଭ

ବଜାଜ୍‌ ଅଟୋ ଏହାର ଚେତକ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ‘ଫେଷ୍ଟିଭ୍ ପ୍ରାଇସ୍' ଆଣିଛି । ଯାହା ଅଧୀନରେ, FAME-2 ସବସିଡି ପରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏହି ସ୍କୁଟରର ଏକ୍ସ ଶୋ’ରୁମ୍ ମୂଲ୍ୟ ବର୍ତ୍ତମାନ ୧.୩୦ ଲକ୍ଷ ଟଙ୍କା ହୋଇଯାଇଛି । ନିକଟରେ ହୋଇଥିବା FAME-2 ସବସିଡିରେ କିଛି ହ୍ରାସ ପରେ…

୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡ଼ିଲେ ବ୍ୟକ୍ତି, ଚାଲାଣର ଲମ୍ବା ଲିଷ୍ଟ ଧରାଇଲେ ଟ୍ରାଫିକ ପୋଲିସ

ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜୋରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର ଲିଷ୍ଟକୁ…

ରୋଗୀ ପେଟରୁ ବାହାରିଲା ହେୟାର ପିନ୍‌, ସେଫ୍ଟି ପିନ୍‌ ଓ ରେଜର ବ୍ଲେଡ୍‌, ଦେଖିକରି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଜଣେ ବ୍ୟକ୍ତିଙ୍କ ପେଟରୁ ହେୟାର ପିନ୍‌, ସେଫ୍ଟି ପିନ୍‌ ଏବଂ ରେଜର୍‌ ବ୍ଲେଡ୍‌ ବାହାର କରାଯାଇଛି । ଆପଣଙ୍କୁ ହୁଏତ ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଘଟଣା ସତରେ ଘଟିଛି । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ପୁଡୁଚେରିରୁ ସାମ୍ନାକୁ ଆସିଛି । ଏକ ପ୍ରାଇଭେଟ ହସ୍ପିଟାଲର ଡାକ୍ତରମାନେ…

ଭାରତରେ ଖୁବଶୀଘ୍ର ଲଞ୍ଚ ହେବ 2023 Hero Karizma XMR 210, ଜାଣନ୍ତୁ କଣ ରହିଛି ଫିଚର୍ସ

ହିରୋ ଏହାର ଆଇକନିକ୍ ବାଇକ୍ ହିରୋ Karizma କୁ ଚଳିତ ମାସ ଶେଷରେ ନୂଆ ଏବଂ ଉନ୍ନତ ଫିଚର ସହିତ ଲଞ୍ଚ କରିବ । ପୂର୍ବରୁ Hero Karizma ଦେଶରେ ପୋଷ୍ଟର ବାଇକ୍ ଥିଲା, ଯାହା ବାଇକ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା । ତେବେ ବାଇକ ପ୍ରେମୀଙ୍କ ପାଇଁ ଏହାର ନୂଆ ଭର୍ସନ 2023 Hero Karizma XMR…

ଅନ୍‌ଲାଇନ୍‌ କାମ ପାଇଁ ମହିଳା ହରାଇଲେ ୫ ଲକ୍ଷ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଅନ୍‌ଲାଇନ୍‌ ଫ୍ରଡ ମାମଲା ଦ୍ରୁତଗତିରେ ବଢ଼ି ଚାଲିଛି । ପ୍ରତ୍ୟେକ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ପୁଣି ସମାନ ଭାବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଏହି ଫ୍ରଡର ଶିକାର ହୋଇଛନ୍ତି । ଗୋଟିଏ ଛୋଟ ଭୁଲ ପାଇଁ ମହିଳାଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି ଏବଂ…

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଜୀବନ୍ତ ଦଗ୍ଧ

ଚାହୁଁ ଚାହୁଁ ଜଳିଗଲା ବସ୍‌ । ପାକିସ୍ତାନ ପଞ୍ଜାବ ପ୍ରାନ୍ତରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି । ପ୍ରାନ୍ତର ପିଣ୍ଡି ଭଟ୍ଟିୟା ସହରରେ ଏକ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବସ୍‌ରେ ନିଆଁ ଲାଗିଯିବାରୁ ୩୦ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା…

ବିପଦ ବଢ଼ାଉଛି ମାଂସଖିଆ ବ୍ୟାକ୍ଟେରିଆ, ଗଲାଣି ୩ ଜୀବନ

ବର୍ତ୍ତମାନ ମାଂସ ଖାଉଥିବା ବ୍ୟାକ୍ଟେରିଆ ଏକ ନୂଆ ବିପଦ ସୃଷ୍ଟି କରିଛିି । ଆମେରିକାରେ ଏହି କାରଣରୁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଏହାର ମାମଲା ନ୍ୟୁୟର୍କ ଏବଂ କନେକ୍ଟିକଟରେ ଦେଖାଯାଇଛି। ଡିପାର୍ଟମେଣ୍ଟ ଅଫ ପବ୍ଲିକର ଯୋଗାଯୋଗ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ବଏଲେ କହିଛନ୍ତି…

ଲେହରେ ଆରମ୍ଭ ହେଲା ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା

ଭାରତର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଲ୍‌ ସେଲ୍‌ ବସ୍ ସେବା ଲେହରେ ଆରମ୍ଭ ହୋଇଛି । NTPC ଏକ ହାଇଡ୍ରୋଜେନ ଇନ୍ଧନ ଷ୍ଟେସନ, ସୌର ପ୍ଲାଣ୍ଟ ଇନଷ୍ଟଲ୍‌ କରୁଛି ଏବଂ ଲେହର ଇଣ୍ଟରସିଟି ରାସ୍ତାରେ କାର୍ଯ୍ୟ କରିବା ପାଇଁ ପାଞ୍ଚଟି ଇନ୍ଧନ ସେଲ ବସ୍ ଯୋଗାଉଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହା…

CBSE ଜାରି କଲା ନୂଆ ନୋଟିସ, ଏହା ନକଲେ ଦେଇପାରିବେନି ୨୦୨୪ ବୋର୍ଡ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ, ଛାତ୍ର ତଥା ସେହି ସମ୍ବନ୍ଧୀୟ ସ୍କୁଲଗୁଡ଼ିକ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ସିବିଏସ୍ଇ ସୂଚନା ଦେଇଛି ଯେ ଯଦି ଛାତ୍ର ଏବଂ ସ୍କୁଲଗୁଡ଼ିକ ‘ଲିଷ୍ଟ ଅଫ କ୍ୟାଣ୍ଡିଡେଟ୍ସ’ ଫର୍ମ ଠିକ୍‌ ଭାବରେପୂରଣ ନକରନ୍ତି ତେବେ ଛାତ୍ରମାନେ ୨୦୨୪…

ମୋବାଇଲ କଭରରେ ଟଙ୍କା ଓ କାର୍ଡ଼ ରଖୁଥିଲେ ସାବଧାନ, ଜାଣନ୍ତୁ ବ୍ଲାଷ୍ଟ ହେବାରୁ କିପରି ସୁରକ୍ଷିତ ରଖିବେ ଫୋନ

ଅନେକ ଲୋକ ନିଜ ଫୋନ କଭରରେ ମେଟ୍ରୋ କାର୍ଡ, ଏଟିଏମ୍ କାର୍ଡ, ଟଙ୍କା ଏବଂ ଅନେକ କିଛି ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ଏହି ଜିନିଷଗୁଡ଼ିକୁ ନିଜ ଫୋନର କଭରରେ ରଖନ୍ତି, ତେବେ ଆପଣ ଏକ ବଡ଼ ବିପଦର ସାମ୍ନା କରିପାରନ୍ତି । ନିକଟରେ ଆସିଥିବା ରିପୋର୍ଟ ଅନୁଯାୟୀ, ମୋବାଇଲ…

ପୁଣି ଟ୍ରେନରେ ନିଆଁ, ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ…

ଶରୀରର କେଉଁ ଅଙ୍ଗରେ ହୋଇଥାଏ ଟିବି ରୋଗ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ବର୍ତ୍ତମାନ ମଧ୍ୟ ଟିବି ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । ଏହି ଓ୍ଵାର୍ଲ୍ଡ ଟିବି ଡେ ର ଥିମ୍‌ 'ଇନଭେଷ୍ଟ ଟୁ ଏଣ୍ଡ ଟିବି, ସେଭ୍ ଲାଇଭ୍' ରଖାଯାଇଛି । ଏହାର ଅର୍ଥ ହେଉଛି ଆମକୁ ଟିବି ରୋଗକୁ ଶେଷ କରି ଜୀବନ ବଞ୍ଚାଇବାକୁ ପଡିବ । ୧୯୮୨ ମସିହାରେ ଡକ୍ଟର ରବର୍ଟ କୋଚ…