Below header

AIକୁ ନେଇ ଭୁଲ ବ୍ୟବହାର କଲେ ମିଳିବ ଜେଲ ଦଣ୍ଡ, ଜାଣନ୍ତୁ କଣ ରହିଛି ଆଇନ

ପ୍ରଥମେ କମ୍ପ୍ୟୁଟର ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ପରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ଲାଭ ହୋଇଥିଲା । ଏହା ଦ୍ୱାରା ସମସ୍ତ ଛୋଟ ବଡ଼ କାର୍ଯ୍ୟ କରିବା ସମ୍ଭବ ହେଲା । କିନ୍ତୁ ଆମରେିକୀୟ ବୈଜ୍ଞାନିକମାନେ ଯେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବିଷ୍କାର କଲେ ସେହି ସମୟରେ ଜିନିଷରେ ବହୁତ…

ଜାଣନ୍ତୁ କେତେ ମୂଲ୍ୟରେ ବିକ୍ରି ହେବ ମାରୁତିର ଫ୍ରଥମ ଇଲେକ୍ଟ୍ରିକ କାର, ଅପେକ୍ଷାରେ ରହିଛନ୍ତି ଗ୍ରାହକ

ଅନେକ କମ୍ପାନୀ ଭାରତୀୟ ମାର୍କଟେରେ ଇଲେକ୍ଟ୍ରିକ କାର ଏଣ୍ଟ୍ରି କରିଥିବାବେଳେ ସବୁଠାରୁ ଅଧିକ ବିକ୍ରି ହେଉଥିବା ମାନୁଫେକ୍ଚରର କମ୍ପାନୀ ମାରୁତି ସୁଜୁକି ଏପର୍ଯ୍ୟନ୍ତ ଭାରତୀୟ ବଜାରରେ ଏକ ଫୁଲ ଇଭି କାର ଆଣିନାହିଁ । ମାରୁତି ସୁଜୁକି ଇଣ୍ଡିଆର ଚେୟାରମ୍ୟାନ ଆରସି ଭାର୍ଗଭଙ୍କ କହିବା ଅନୁଯାୟୀ,…

ଜିଓ ବନ୍ଦ କଲା ନିଜର ସବୁଠାରୁ ଶସ୍ତା ପ୍ଲାନ, ଜାଣନ୍ତୁ ଏବେ କେଉଁ ପ୍ରିପେଡ ପ୍ଲାନ ହେଉଛି ସବୁଠୁ ଶସ୍ତା

ରିଲାଏନ୍ସ ଜିଓ ଏହାର ଶସ୍ତା ଡେଲି ଡାଟା ପ୍ଲାନ ମଧ୍ୟରୁ ୧୧୯ ଟଙ୍କାର ପ୍ରିପେଡ ପ୍ଲାନ ବନ୍ଦ କରିଦେଇଛି । ଏହି ପ୍ଲାନରେ ୧୦୦ ଡେଲି ଫ୍ରି SMSର ଲାଭ ସହିତ ୧୪ ଦିନ ପାଇଁ ୧.୫ GB ଡେଲି ଡାଟା ପ୍ରଦାନ କରୁଥିଲା । ଏହି ଜିଓ ପ୍ଲାନରେ ଅନଲିମିଟେଡ କଲିଂର ଲାଭ ମଧ୍ୟ ସାମିଲ ଥିଲା । ୧୧୯ ଟଙ୍କାର…

ତାମିଲନାଡୁ ମଦୁରାଇ ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡରେ ୯ ଜୀବନ୍ତ ଦଗ୍ଧ, ୨୦ ଗୁରୁତର

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା । ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

୧୬ ଡିଗ୍ରୀ ସେଲସିୟସରୁ କାହିଁକି କମ କରି ହୁଏନି AC ତାପମାତ୍ରା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବର୍ଷା ଦିନ ହୋଇଥିଲେ ମଧ୍ୟ ଗରମରୁ ତ୍ରାହି ମିଳୁନି । ଏପରିସ୍ଥିତିରେ ଘର, ମଲ୍, ଅଫିସ୍ ଭଳି ସ୍ଥାନରେ ଲାଗିଥିବା ଏୟାର କଣ୍ଡିସନର ଆପଣଙ୍କୁ ଆରାମ ଦେଇଥାଏ । AC ର ବିଶେଷ ଗୁଣ ହେଉଛି ଏହା ଆପଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାପମାତ୍ରା ବଢ଼ାଇଥାଏ କିମ୍ବା କମ କରିଥାଏ । AC ରେ ଆପଣ…

ବିନା କାରଣରେ ଆଖିରୁ ପାଣି ବାହାରୁଛି କି? ଏହାକୁ ରୋକିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ

ଆଖି ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଆଖି ପ୍ରତି ବିଶେଷ ଯତ୍ନ ନେବାକୁ ପଡିଥାଏ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ପାଣି ବାହାରିବା ଆରମ୍ଭ କରେ । ଜଳିବା କିମ୍ବା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ହୁଏ । କିନ୍ତୁ କିଛି ଲୋକଙ୍କ ଆଖିରୁ ବିନା କାରଣରେ ପାଣି ବାହାରିଥାଏ । ତେବେ ଆସନ୍ତୁ…

ଭିନ୍ନ ଅନ୍ଦାଜରେ ଦେଖାଗଲେ କରୀନା ଓ ମଲାଇକା, କଫ୍‌ତାନ ଡ୍ରେସ ଟ୍ରେଣ୍ଡକୁ ପୁଣି ଫେରାଇ ଆଣିଲେ ଦୁହେଁ

ବଲିଉଡର କଳାକାରମାନେ ସର୍ବଦା ନିଜର ଫ୍ୟାସନ ସେନ୍ସ ପାଇଁ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଡିଜାଇନର ଡ୍ରେସ ଦେଖି ଫ୍ୟାନ୍ସମାନେ ମଧ୍ୟ ଆକର୍ଷିତ ହୋଇଥାନ୍ତି । ତେବେ ନିକଟରେ କରୀନା କପୁର ଖାନ ଓ ମଲାଇକା ଅରୋରାଙ୍କୁ ଏକ ଭିନ୍ନ ଡିଜାଇନ୍‌ର ପୋଷାକରେ ଦେଖିବାକୁ ମିଳିଥିଲା ଯାହା ବର୍ତ୍ତମାନ…

ଚନ୍ଦ୍ରଯାନ-୩ରୁ ନିଆଯାଇଥିବା ଫଟୋକୁ ଟ୍ୱିଟରରୁ ଡିଲିଟ କଲା ISRO, ଟ୍ଵିଟ୍‌ କରିବା ପରେ କାହିଁକି କଲା ଏମିତି ?

ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ –୩ର ଐତିହାସିକ ସଫଳତା ପରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଶ୍ରେଷ୍ଠ ହୋଇଛି । ଏହି ମିଶନ ସମୟରେ ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) କ୍ରମାଗତ ଭାବରେ ଅପଡେଟ ଦେଉଛି । ତେବେ ଆଜି ISROର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଚନ୍ଦ୍ରଯାନ –୩ର…

Airtel ଏବଂ Jioକୁ ଟକ୍କର ଦେବ ଏଲନ୍‌ ମସ୍କଙ୍କ ସାଟେଲାଇଟ ଇଣ୍ଟରନେଟ ଷ୍ଟାରଲିଙ୍କ

ଏଲନ ମସ୍କଙ୍କ ସାଟେଲାଇଟ ଆଧାରିତ ବ୍ରଡବ୍ୟାଣ୍ଡ ସର୍ଭିସ ଷ୍ଟାରଲିଙ୍କ ଖୁବଶୀଘ୍ର ଭାରତରେ ଲାଇସେନ୍ସ ପାଇବ ବୋଲି ଆଶା କରାଯାଉଛି । ଗତ ବର୍ଷ ଷ୍ଟାରଲିଙ୍କର ମୂଳ କମ୍ପାନୀ ସ୍ପେସ୍‌ ଏକ୍ସ ଟେଲିକମ ବିଭାଗରେ (DOT)ରେ ଗ୍ଲୋବାଲ ମୋବାଇଲ ପର୍ସନାଲ ସାଟେଲାଇଟ (GMPCS) ପାଇଁ ଲାଇସେନ୍ସର ଆବେଦନ…

WWE ସୁପରଷ୍ଟାର ବ୍ରେ ଓ୍ଵାଏଟଙ୍କ ପରଲୋକ, ୩୬ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

WWE ରେ ବ୍ରେ ଓ୍ଵାଏଟ ବା ଦ ଫିଣ୍ଡ ନାମରେ ରେସିଲିଙ୍ଗ କରୁଥିବା ଓ୍ଵିଣ୍ଡହ୍ୟାମ ରୋଟୁଣ୍ଡାଙ୍କ ପରଲୋକ ହୋଇଯାଇଛି । ମାତ୍ର ୩୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓ୍ଵାଏଟ କିଛି ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ । କିନ୍ତୁ ଏହି ଘଟଣା ପୂର୍ବରୁ ପ୍ରକାଶ କରାଯାଇ ନଥିଲା ।…

QR କୋଡ ସ୍କାନ କରୁଥିଲେ ସାବଧାନ, ହୋଇପାରନ୍ତି ସ୍କାମର ଶିକାର

ଟେକ୍ନୋଲୋଜି ଦିନକୁ ଦିନ ଉନ୍ନତ ହେଉଛି । ଏହି ଟେକ୍ନୋଲୋଜି ଦ୍ବାରା ଲୋକଙ୍କୁ ଅନେକ ଲାଭ ମିଳୁଥିବା ବେଳେ କିଛି ଠକ ଲୋକଙ୍କୁ ଠକିବାକୁ ମଧ୍ୟ ପଛାଉ ନାହାନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିରେ ମଧ୍ୟ ଆମେ ଏହା ଦେଖିସାରିଛୁ । ଏଆଇ ସାହାଯ୍ୟରେ ଲୋକେ ନୂଆ ନୂଆ ସ୍କାମ କରିବାର ଉପାୟ…

ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର କରୁଛନ୍ତି ଗାଁ ଲୋକେ, ହୋଇପାରୁନି ରାସ୍ତା ନିର୍ମାଣ

ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି । ଗାଡ଼ି ମଟର ସାଙ୍ଗକୁ ଘରେ ଘରେ ମୋବାଇଲ ରହିଛି । କିନ୍ତୁ ଅନେକ ଗାଁକୁ ଯିବା ପାଇଁ ଏବେ ମଧ୍ୟ ଖଣ୍ଡିଏ ରାସ୍ତା ନାହିଁ । ଗାଁ ଲୋକେ କେତେବେଳେ ପାଣି ଭର୍ତ୍ତି ରାସ୍ତା ପାରି କରି ସହରକୁ ଯାଆନ୍ତି ତ ଆଉ କେତେବେଳେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର…