Below header

ପ୍ରକୃତରେ ସୁରକ୍ଷା ଦେଉଥିବା ଗଛ ଡାଳରେ ରାକ୍ଷୀ ବାନ୍ଧି ନିଆରା ରକ୍ଷା ବନ୍ଧନ ପାଳନକଲେ ମହିଳା

ଭାଇ ହାତରେ ତ ସବୁ ଭଉଣୀ ରାକ୍ଷୀ ବାନ୍ଧିଥାନ୍ତି । କିନ୍ତୁ ଆମକୁ ପ୍ରକୃତରେ ସୁରକ୍ଷା ଦେଉଥିବା, ଜୀବନ ଜିଇଁବା ପାଇଁ ସାହାରା ଦେଉଥିବା ଗଛ କଥା ଖୁବ କମ ଲୋକ ଚିନ୍ତା କରନ୍ତି । ରାକ୍ଷୀ ବନ୍ଧନର ଏହି ପବିତ୍ର ଦିନରେ କିଛି ମହିଳା ଗଛରେ ରାକ୍ଷୀ ବାନ୍ଧି ପାଳନ କରିଛନ୍ତି ଏକ ନିଆରା ରକ୍ଷା…

ଓଜୋନ ସ୍ତର ନରହିଲେ ପୃଥିବୀରେ ଜୀବନ ଶେଷ ହୋଇଯିବ କି? ଜାଣନ୍ତୁ କାହିଁକି ଆବଶ୍ୟକ ଏହି ସୁରକ୍ଷା କବଚ

ଭାରତ ସମେତ ବିଶ୍ୱର ଅନେକ ଦେଶ, ଚନ୍ଦ୍ର ଏବଂ ମଙ୍ଗଳ ସମେତ ବିଭିନ୍ନ ଗ୍ରହକୁ ନେଇ ଅନୁସନ୍ଧାନ କରୁଛନ୍ତି । ଏହି ଗ୍ରହମାନଙ୍କରେ ରହିବା ପାଇଁ ଆବଶ୍ୟକ ପରିବେଶ, ବାୟୁ ଏବଂ ଜଳ ଖୋଜାଯାଉଛି । କିନ୍ତୁ ବର୍ତ୍ତମାନ କୌଣସି ଜୀବ ସହଜରେ ବଞ୍ଚିବା ପାଇଁ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହ ଅଧିକ…

ସ୍କାମରଙ୍କ ସ୍କାମରେ ଫସିଗଲେ ଏହି ବ୍ୟକ୍ତି, ହ୍ଵାଟ୍ସଆପରେ ଚାକିରି ଅଫର ଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

ଦୁନିଆରେ ୫୫୦ ମିଲିୟନରୁ ଅଧିକ ଲୋକ ହ୍ଵାଟ୍ସଆପ୍ ବ୍ୟବହାର କରନ୍ତି । ଏତେ ସଂଖ୍ୟକ ୟୁଜର୍ ବେସ୍ ହେତୁ ସ୍କାମରମାନେ ଏହି ଆପ୍ ଦ୍ୱାରା ଲୋକଙ୍କୁ ସେମାନଙ୍କର ଶିକାର କରୁଛନ୍ତି । ନିକଟରେ ମୁମ୍ବାଇର ଜଣେ ଫୁଟବଲ କୋଚଙ୍କୁ ହ୍ଵାଟ୍ସଆପରେ ମିଳିଥିବା ଏକ ଚାକିରି ଅଫର ମହଙ୍ଗା ପଡିଛି ଏବଂ ସେ ନିଜର…

ସେଳ୍ଫି ଚୋରି କରି ‘X’ରେ କରାଯାଉଛି ୟୁଜରଙ୍କ ନକଲି ପ୍ରୋଫାଇଲ୍, ପ୍ରାଇଭେସୀକୁ ନେଇ ଉଠୁଛି ପ୍ରଶ୍ନ

ଏଲନ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X (ପୂର୍ବ ଟ୍ୱିଟର)ରେ ୟୁଜର୍ସଙ୍କ ପ୍ରାଇଭେସିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଯେପରିକି X ରେ ୟୁଜରଙ୍କ ଡାଟା ପ୍ରକୃତରେ ସୁରକ୍ଷିତ କି ? ଯଦି ଆପଣଙ୍କର Xରେ ଏକ ଆକାଉଣ୍ଟ୍ ଅଛି, ତେବେ ସାବଧାନ ହୋଇ ଯାଆନ୍ତୁ, ନିକଟରେ ଇଣ୍ଡିଆନା ୟୁନିଭର୍ସିଟିର ଏକ…

ସେପ୍ଟେମ୍ବର ୧ରେ ଲଞ୍ଚ ହେବ ନୂଆ Royal Enfield ବୁଲେଟ୍‌, ଜାଣନ୍ତୁ କେତେ ରହିଛି ମୂଲ୍ୟ

Royal Enfield ଆସନ୍ତା ୧ ସେପ୍ଟେମ୍ବର ୨୦୨୩ ରେ ଭାରତୀୟ ମାକେର୍ଟରେ ଏହାର ନୂଆ ବୁଲେଟ୍ 350 ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହାର ସୁନ୍ଦର ଲୁକ, ଡିଜାଇନ୍ ଏବଂ ଆରାମଦାୟକ ଯାତ୍ରା ଯୋଗୁଁ RE Bullet 350 ହେଉଛି କମ୍ପାନୀର ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ୍ । ଲଞ୍ଚ ତାରିଖ ଯେମିତି…

ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର, ଏବେ ସେୟାର କରି ପାରିବେ HD କ୍ୱାଲିଟି ଫଟୋ ଓ ଭିଡିଓ

ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ସେୟାର କରିବାର କ୍ରେଜ ବୃଦ୍ଧି ପାଉଛି । ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଗୋଟିଏ ଭିଡିଓ ପୋଷ୍ଟ କରିବା ସମୟରେ, ଭିଡିଓ ସେହି କ୍ୱାଲିଟିରେ ପୋଷ୍ଟ ହୋଇଥାଏ, ଯେଉଁ କ୍ୱାଲିଟିରେ ଆମେ ଭିଡିଓ ରେକର୍ଡ କରିଥାଉ । କିନ୍ତୁ ହ୍ଵାଟ୍ସଆପରେ ଭିଡିଓ କିମ୍ବା ଫଟୋ ସେୟାର…

କଣ ସତରେ ଅମର ହୋଇଥାଏ ଆତ୍ମା ? ଜାଣନ୍ତୁ ବୈଜ୍ଞାନିକଙ୍କ ସିଦ୍ଧାନ୍ତ

ଦୁନିଆର ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ ହେଉଛି ମନୁଷ୍ୟର ଭୌତିକ ଶରୀରର ମୃତ୍ୟୁ ପରେ ଆତ୍ମା ଜୀବିତ ରହିଥାଏ କି ? ଏହି ପ୍ରଶ୍ନର ଉତ୍ତର ଦର୍ଶନ, ବିଜ୍ଞାନ ଏବଂ ଧର୍ମରେ ବିଭିନ୍ନ ଉପାୟରେ ଦେବାକୁ ଚେଷ୍ଟା କରାଯାଇଛି । ସମଗ୍ର ବିଶ୍ୱର ଭିନ୍ନ ଭିନ୍ନ ଧର୍ମ ଅନୁସାରେ ଏହି ପ୍ରଶ୍ନର ଉତ୍ତର…

ବିମାନ ଯାତ୍ରାବେଳେ ଲଗେଜ୍‌ ସହ ଯାତ୍ରୀଙ୍କ ଓଜନ ମାପିବ ଏହି ଏୟାରଲାଇନ୍ସ,, ଜାଣନ୍ତୁ କାହିଁକି ନିଆଯାଇଛି ଏଭଳି…

ବିମାନ ଯାତ୍ରା ଦ୍ୱାରା ଦୁନିଆର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସହଜ ହୋଇଛି । ଆପଣ ବିମାନ ଯାତ୍ରା ସମୟରେ ଆପଣଙ୍କର ଲଗେଜ୍‌ର ଓଜନ ଚେକ କରିଥିବା ଦେଖିଥିବେ । କିନ୍ତୁ ବର୍ତ୍ତମାନ ବିମାନ ବନ୍ଦରରେ କିଛି ନୂଆ କଥା ଦେଖିବାକୁ ମିଳିବ । ଯାତ୍ରୀମାନଙ୍କ ଲଗେଜ୍‌ ଓଜନ ସହ ନିଜ ଓଜନ ବି…

ଇତିହାସ ରଚିଲା ଭାରତୀୟ ମହିଳା ବ୍ଲାଇଣ୍ଡ କ୍ରିକେଟ୍ ଟିମ, ଅଷ୍ଟ୍ରେଲିଆକୁ ହରାଇ ହାସଲ କଲା ସ୍ୱର୍ଣ୍ଣ

ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି । ଭାରତୀୟ ମହିଳା ବ୍ଲାଇଣ୍ଡ କ୍ରିକେଟ୍ ଟିମ IBSA ଓ୍ଵାର୍ଲ୍ଡ ଗେମ୍ସ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୬ ଅଗଷ୍ଟ ଶନିବାର ଦିନ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ମହିଳା ଟିମ ଇଂଲଣ୍ଡର ଏଜବାଷ୍ଟନ୍‌ରେ ଅନୁଷ୍ଠିତ ଏକ ଟି…

୨୯୬ ଟଙ୍କା ଖର୍ଚ୍ଚ କରି ସାରା ଜୀବନ ଫ୍ରିରେ ଜଳାଇ ପାରିବେ ଘରର ଲାଇଟ, ଆସିବନି ଇଲେକ୍ଟ୍ରି ବିଲ୍‌

ଅନେକ ଲୋକଙ୍କ ପାଇଁ ଇଲେକ୍ଟ୍ରି ବିଲ୍‌ ଏକ ବଡ଼ ସମସ୍ୟା ହୋଇଥାଏ । ଏହି ସମସ୍ୟା ପାଇଁ ପ୍ରତ୍ୟେକ ମାସରେ ଲୋକଙ୍କୁ ଇଲେକ୍ଟ୍ରି ବିଲ୍‌ ଭରିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଇଲେକ୍ଟ୍ରି ବିଲ ଯଦି ଲଗାତାର ବଢ଼ିଥାଏ ତେବେ ଏହା ଆପଣଙ୍କର ମାସିକ ଖର୍ଚ୍ଚ ଉପରେ ପ୍ରଭାବ ପକାଇବ…

କେରଳରେ ଖୋଲିଲା ଭାରତର ପ୍ରଥମ AI ସ୍କୁଲ, ଜାଣନ୍ତୁ ଅନ୍ୟ ସ୍କୁଲ ଠାରୁ କିପରି ଭିନ୍ନ

ଭାରତକୁ ନିଜର ପ୍ରଥମ AI ସ୍କୁଲ ମିଳିଛି । କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍କୁଲର ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍କୁଲର ନାମ ଶାନ୍ତିଗିରି ବିଦ୍ୟାଭବନ । ଏହି ସ୍କୁଲ ଅନ୍ୟ ସ୍କୁଲମାନଙ୍କ…

ନୂଆ ଫୋନ କିଣିବା ପରେ ପୁରୁଣା ଅଦରକାରୀ ଫୋନକୁ ଫୋପାଡ଼ୁଛନ୍ତି କି? ଏପରି କରନ୍ତୁ ବ୍ୟବହାର

ଫୋନ ନିର୍ମାଣ କରୁଥିବା କମ୍ପାନୀଗୁଡିକ ପ୍ରତିଦିନ କିଛି ନା କିଛି ଅପଡେଟ କିମ୍ବା ନୂଆ ଫୋନ୍ ଲଞ୍ଚ କରୁଛନ୍ତି । ନୂଆ ଫିଚର ଏବଂ ଅପଡେଟଗୁଡିକ ବ୍ୟବହାର କରୁଥିବାରୁ ଆପଣ ନୂଆ ଫୋନ କିଣିବାକୁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଆପଣ ପୁରୁଣା ଫୋନ କଣ କରିବେ ? ଏମିତି କଣ କରିବା…