Below header

ଶସ୍ତାରେ କିଣନ୍ତୁ ସ୍ମାର୍ଟଟିଭି, ଫ୍ଲିପକାର୍ଟରେ ମିଳୁଛି ଏସି, କୁଲର ଏବଂ ଓ୍ଵାଶିଂ ମେସିନରେ ଅଫର

ଯଦି ଆପଣ ନିଜ ଘର ପାଇଁ ୱାଶିଂ ମେସିନ୍, ଏସି, ସ୍ମାର୍ଟ ଟିଭି କିମ୍ବା କୁଲର କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଟଙ୍କା ସଞ୍ଚୟ ହୋଇପାରିବ । ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପକାର୍ଟରେ ସୁପର କୁଲିଂ ଡେ ସେଲ୍‌ ୧୯ ମେ ରୁ ଆରମ୍ଭ ହୋଇଛି । ଏହି ସେଲରେ ଥମସନର ସ୍ମାର୍ଟ ଟିଭି, କୁଲର, ଏୟାର…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ମିଡ୍‌ ସାଇଜ୍‌ SUV, ଜାଣନ୍ତୁ କାହାକୁ ଦେବ ଟକ୍କର

ଆମେରିକୀୟ କାର ନିର୍ମାତା ଜିପ୍ ଭାରତୀୟ ବଜାରରେ ଏକ ମିଡ୍‌ ସାଇଜ୍‌ SUV ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ ଏହା ୨୦୨୫ରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଏହି ଗାଡ଼ିକୁ ସିଟ୍ରୋନ୍ ସାହାଯ୍ୟରେ ମାର୍କେଟରେ ଅଣାଯିବ । ଏହି ନୂଆ SUV ଭାରତରେ ହୁଣ୍ଡାଇ କ୍ରେଟା, ମାରୁତି…

ଆପଲ୍‌ ଜାରି କଲା iOS 17.5 ଅପଡେଟ୍, ଜାଣନ୍ତୁ ୟୁଜର୍ସଙ୍କୁ ମିଳିବ କେଉଁ ଫିଚର

ଆପଲ୍ ଏହି ସପ୍ତାହରେ ଆଇଫୋନ୍ ୟୁଜରଙ୍କ ପାଇଁ ଲାଟେଷ୍ଟ iOS 17.5 ଅପଡେଟ୍ ଜାରି କରିଛି । ଏହି ଅପଡେଟରେ କିଛି ଖାସ ଫିଚରକୁ ଆଡ୍‌ କରାଯାଇଛି । କିଛି ସପ୍ତାହ ଧରି ଏହି ଅପଡେଟକୁ ଟ୍ରାଏ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଅଫିସିଆଲି ଜାରି କରାଯାଇଛି । ସମସ୍ତ ଆଇଫୋନ୍…

ଜାଲରେ ଫସିଗଲା ମାଙ୍କଡ଼ ଛୁଆ, ଘଟଣାସ୍ଥଳରେ ଆତଙ୍କ ଖେଳାଇଲେ ମାଙ୍କଡ଼ ଦଳ

ପୁରୀ(କେନ୍ୟୁଜ): ଛୁଆ ମାଙ୍କଡ଼କୁ ଉଦ୍ଧାର କରିବା ପାଇଁ ଦୀର୍ଘ ଘଣ୍ଟା ଚାଲିଲା ଉଦ୍ଧାର ପ୍ରକ୍ରିୟା । ଦିନ ବେଳରୁ ମାଙ୍କଡ଼ ଛୁଆଟି ଫଶି ରହିଥିଲେ ମଧ୍ୟ ତାକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଗାଁ ଲୋକେ । ଶେଷରେ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ବି ପ୍ରଥମେ ମାଙ୍କଡ଼ ଛୁଆକୁ ଉଦ୍ଧାର…

ଗରମରୁ ତ୍ରାହି ପାଇବା ପାଇଁ ଆଣନ୍ତୁ ଏହି AC ଜ୍ୟାକେଟ୍‌ , ଆମାଜନ ଏବଂ ଫ୍ଲିପକାର୍ଟରେ ମିଳୁଛି ଭାରି ଡିସକାଉଣ୍ଟ

କୌଣସି ସ୍ଥାନକୁ ଯିବା ପୂର୍ବରୁ ଆପଣ ନିଶ୍ଚିତ ଚିନ୍ତା କରୁଥିବେ ଯେ ଏତେ ଖରାରେ ବାହାରକୁ କେମିତି ଯିବେ । ଏପରି ପରିସ୍ଥିତିରେ ଆପଣ ବାହାରକୁ ଯିବାର ପ୍ଲାନକୁ ବେଳେବେଳେ କ୍ୟାନ୍ସଲ କରନ୍ତି । କିନ୍ତୁ ଆମେ ଆପଣଙ୍କୁ ଏକ ବଢ଼ିଆ ଡିଭାଇସ୍‌ ବିଷୟରେ କହିବାକୁ ଯାଉଛୁ । ଏହି ଡିଭାଇସକୁ ବ୍ୟବହାର…

ଚାଷୀଙ୍କ ଆକାଉଣ୍ଟରେ ହଠାତ କ୍ରେଡିଟ୍‌ ହେଲା ୧୦ ହଜାର କୋଟି ଟଙ୍କା, ବିଶ୍ୱାସ ହେଉନଥିଲେ ବି ସତ

ଭୁଲ ବଶତଃ ଆପଣଙ୍କ ଆକାଉଣ୍ଟକୁ କେବେ ନା କେବେ ଟଙ୍କା ଆସିଥିବ । କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟକୁ କୋଟିଏ ରୁ ବି ଅଧିକ ଟଙ୍କା ହଠାତ କ୍ରେଡିଟ୍‌ ହୋଇଯାଏ ତେବେ ଆପଣ କଣ କରିବେ । ଆପଣ ହୁଏତ କୋଟିଏ ଟଙ୍କା ଦେଖିଲେ ବେହୋସ ହୋଇଯିବେ । କିନ୍ତୁ ଜଣେ ଚାଷୀଙ୍କ ଆକାଉଣ୍ଟରେ ହଠାତ ଆସିଥିଲା ୧୦ ହଜାର…

ରିଲ୍ସ କରିବା ଚକ୍କରରେ ଗଙ୍ଗାରେ ବୁଡ଼ିଲେ ୬, ଦୁଇ ଉଦ୍ଧାର ୪ ନିଖୋଜ

ରିଲ୍ସର ନିଶା ଏବେ ଯୁବପିଢ଼ିଙ୍କ ନିକଟରେ ଅଧିକ ଦେଖିବାକୁ ମିଳୁଛି । ରିଲ୍ସ କରିବା ସମୟରେ ଲୋକମାନେ ଭଲ ସ୍ଥାନ ବାଛନ୍ତି । କିନ୍ତୁ ବେଳେବେଳେ ଲୋକମାନେ ରିଲ୍ସ କରିବା ପାଇଁ ଏମିତି ସ୍ଥାନ ବାଛନ୍ତି, ଯାହା ସେମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟେ । ଏମିତି ଦୁର୍ଘଟଣାର ଖବର ଅନେକ ଥର…

ଏହି ପାତ୍ରରେ ଅର୍ପଣ କରନ୍ତୁ ନାହିଁ ଭୋଗ, ନଚେତ୍‌ ସହିବେ କ୍ଷତି

ହିନ୍ଦୁ ଧର୍ମରେ ଘରେ ଘରେ ପ୍ରତିଦିନ ପୂଜା କରିବାର ନିୟମ ରହିଛି । ଭଗବାନ ହେଉଛନ୍ତି ସୃଷ୍ଟିର ସ୍ରଷ୍ଟା । ତାଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତ ସବୁବେଳେ ଭଗବାନଙ୍କ ପୂଜା କରିଥାଏ । ଭଗବାନଙ୍କ ଚରଣରେ ନିଜକୁ ସମର୍ପଣ କରିବାର ପୂଜା ହିଁ ଏକମାତ୍ର ମାଧ୍ୟମ । ପୂଜା ସମୟରେ ସିନ୍ଦୁର, ଫୁଲ,…

TVS ଲଞ୍ଚ କଲା ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର, ଜାଣନ୍ତୁ କେତେ ରହିଛି ଦାମ୍‌

TVS ଏହାର ଇଲେକ୍ଟ୍ରିକ୍‌ ସ୍କୁଟର iQube ର ଏକ ନୂଆ ବେସ୍‌ ଭାରିଆଣ୍ଟ ଲଞ୍ଚ କରିଛି । ଏହି ନୂଆ ବେସ୍ ଭାରିଆଣ୍ଟକୁ ଏକ ଛୋଟ ୨.୨ kWhh ବ୍ୟାଟେରୀ ପ୍ୟାକ୍ ସହିତ ଅଣାଯାଇଛି ଏବଂ ଏହାର ଦାମ୍‌ ୧ ଲକ୍ଷରୁ ବି କମ୍‌ ରହିଛି । TVS iQube ର ଟପ୍-ସ୍ପେକ୍ ST ଭାରିଆଣ୍ଟର ଡେଲିଭରି ମଧ୍ୟ ଆରମ୍ଭ…

ଏବେ ସହଜରେ ପାଇବେ ତତ୍କାଳର କନଫର୍ମ ଟିକେଟ, ବୁକିଂ ପୂର୍ବରୁ କରନ୍ତୁ ଏହି କାମ

ଭାରତରେ ଲମ୍ବା ଯାତ୍ରା କରିବା ପାଇଁ ଲୋକମାନେ ଟ୍ରେନ୍ ରେ ଟିକେଟ୍‌ କରନ୍ତି । ଅଳ୍ପ ଦୂରକୁ ଯିବା ପାଇଁ ଲୋକମାନେ ସାଧାରଣ ଟିକେଟରେ ଯାତ୍ରା କରନ୍ତି । କିନ୍ତୁ ଯେତେବେଳେ ଦୂର ଦୂରାନ୍ତରକୁ ଯାତ୍ରା କଥା ଆସେ, ସେତେବେଳେ ରିଜର୍ଭେସନ୍‌ କରିବାକୁ ହୋଇଥାଏ । ହଠାତ୍ ଯାତ୍ରା କରିବା ପ୍ଲାନ୍‌…

ମାର୍କେଟକୁ ଆସିଲା ବଢ଼ିଆ ଇଅର ବଡସ୍‌, ୩୦୦ ଘଣ୍ଟାର ମିଳିବ ବ୍ୟାଟେରୀ ଲାଇଫ

ଭାରତୀୟ ଗ୍ୟାଜେଟ୍, ଆକ୍ସେସୋରିଜ୍ ଏବଂ କନଜ୍ୟୁମର୍‌ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ U & i କାଉଣ୍ଟର TWS ର ଲଞ୍ଚିଂକୁ ନେଇ ଘୋଷଣା କରିଛି । ବ୍ଲୁଟୁଥ୍ v5.3 + EDR ଟେକନିକରେ ଲ୍ୟାସ ହୋଇଥିବା କାଉଣ୍ଟର TWS ଆପଣଙ୍କ ସମସ୍ତ ଡିଭାଇସରେ କନେକ୍ଟ ହୋଇପାରିବ । ଏଥିରେ ଅଡିଓ କ୍ୱାଲିଟି ବଢ଼ିଆ…

ବିନା ଡାଉନପେମେଣ୍ଟରେ ମାତ୍ର ୨୧,୯୦୦ ଟଙ୍କାରେ ଘରକୁ ନେଇ ଆସନ୍ତୁ ଏହି ଦମଦାର କାର, KIAରେ ମିଳୁଛି ଏଭଳି ଅଫର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଋଣ ନେଇ ନୂଆ କାର କିଣିବାର ସ୍ୱପ୍ନକୁ ପୂରା କରନ୍ତି । କିନ୍ତୁ ବେଳେବେଳେ ଅଧିକ ଡାଉନ୍ ପେମେଣ୍ଟ କାରଣରୁ ସେମାନେ ନୂଆ କାର କିଣିବାର ଇଚ୍ଛାକୁ ଭୁଲି ଯାଆନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ବି ଡାଉନ୍ ପେମେଣ୍ଟ୍ ବିନା ଏକ କାର୍ ଘରକୁ ଆଣିବାକୁ ଚିନ୍ତା…