ବନ୍ୟା ପାଣିରେ ଭାସୁଛି ଧାନ ଗଛ, ଶହ ଶହ ହେକ୍ଟର ଜାଷ ଜମିରେ ମାଡ଼ି ଗଲା ବନ୍ୟା ଜଳ

ମହାନଦୀର ବନ୍ୟା ପାଣିରେ ବୁଡ଼ି ଗଲାଣି ଶହ ଶହ ହେକ୍ଟର ଧାନ ଚାଷ ଓ ପରିବା ଫସଲ । ଚିନ୍ତା ଘାରୁଛି ଚାଷୀକୁ । କଣ କରିବ ଏ ଦୁର୍ଦ୍ଦିନରେ । କେତେ କଷ୍ଟ କରି ଏ ଚାଷ କରିଥିଲା । କିନ୍ତୁ ସବୁ ଫସଲରେ ପାଣି ମାଡ଼ି ଯାଇଛି । ଫସଲ ଭଲ ହେଇଥିଲେ ଦୁଇ ପଇସା ରୋଜଗାର କରିଥାନ୍ତା । କିନ୍ତୁ ସବୁକିଛି ଫସର…

ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା

ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ ସାଧାରଣ ଲୋକଙ୍କୁ…

ଜିନ୍ସର ଦାମ ୫ କି ୧୦ ଲକ୍ଷ ନୁହେଁ ମୂଲ୍ୟ ରହିଛି ୯୪ ଲକ୍ଷ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ମଣିଷ ବିକାଶ ଦିଗକୁ ବଢ଼ିବା ସମୟରେ ଖାଦ୍ୟ ସହିତ ନିଜ ପାଇଁ ବସ୍ତ୍ରର ବ୍ୟବସ୍ଥା ମଧ୍ୟ କରିଥିଲା । ପ୍ରଥମେ ବସ୍ତ୍ର ଭାବେ ପତ୍ର ବ୍ୟବହାର କରିଥିଲା ପରେ ଚମଡ଼ା ଏହାର ସ୍ଥାନ ନେଇଥିଲା । ଏବଂ ବର୍ତ୍ତମାନ ଜିନ୍ସ ଆଧୁନିକ ମଣିଷର ଅଙ୍ଗକୁ ଲୁଚେଇବା ପାଇଁ ବ୍ୟବହାର ହେଉଛି । ବର୍ତ୍ତମାନ ସମୟରେ…

ଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା , ହାଇକୋର୍ଟଙ୍କ ବୟାନ

ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ଼ ବୟାନ । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଖରେ କେବଳ ଫୋନ ରହୁଛି ତାହା ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କର ନିଜର ଆକ୍ସେସ ମଧ୍ୟ ରହୁଛି । କିନ୍ତୁ ପିଲାମାନଙ୍କ ସୋସିଆଲ ମିଡିଆ ଆକ୍ସେସର ଏକ ନିର୍ଦ୍ଦିଷ୍ଟ ବୟସ…

ସୁପାରି ଦେଇ ପୁଅ ବାଇକରେ ନିଆଁ ଲଗାଇଲା ମା’, ଟଙ୍କା ପାଇଁ ଦୁବୃର୍ତ୍ତଙ୍କ ଆକ୍ରମଣ

ପିଲାମାନେ ବାପା ମା’ଙ୍କର ଅତି ଗେହ୍ଲା ହୋଇଥାନ୍ତି । ପିଲାମାନଙ୍କର ଅଝଟ ପୁରା କରିବା ପାଇଁ ବାପା ମା’ମାନେ ପରିଶ୍ରମ କରି ସବୁ ଇଚ୍ଛାକୁ ପୂରଣ କରନ୍ତି । କିନ୍ତୁ ପିଲାମାନେ ବଡ଼ ହେଲା ପରେ ତାଙ୍କର ଜିଦ୍‌ ବଢ଼ିଯାଏ । ସାଧାରଣତଃ ପୁଅମାନେ ବାଇକ କିଣିବା ପାଇଁ ଅଧିକ ଜିଦ୍‌ କରନ୍ତି । ଏବଂ ବାପା…

ବିଲୁପ୍ତ ହୋଇଯାଉଛି ମାଟି କୁସ୍ତି, ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ପ୍ରସାସନ ନିକଟରେ ଦାବି କଲେ ମଲ୍ଲଯୋଦ୍ଧା

ମାଟି କୁସ୍ତି ନାଁ ଟା ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି । ଆଜିର ଆଧୁନିକ ଯୁଗରେ ଲୋକମାନେ ଜିମ୍‌ ଯାଉଥିବାବେଳେ କୁସ୍ତିକୁ ଆଉ ପଚାରେ ବା କିଏ । କିନ୍ତୁ କିଛି ମଲ୍ଲଯୋଦ୍ଧା ବା କୁସ୍ତିଯୋଦ୍ଧା ଏହାକୁ ବଞ୍ଚେଇ ରଖିବା ପାଇଁ ପ୍ରସାସନ ନିକଟରେ ଦାବି କରୁଛନ୍ତି । କୁସ୍ତି ଏବଂ ଆଖେଡାର ପେଣ୍ଠ…

ବୁର୍ଜ ଖଲିଫା ଟପ୍‌ ଫ୍ଲୋରକୁ ସାଧାରଣ ଲୋକଙ୍କୁ ଯିବାକୁ ମନା, ଜାଣନ୍ତୁ କଣ ରହିଛି କାରଣ

ଦୁବାଇରେ ଥିବା ବୁର୍ଜ ଖଲିଫା କାହିଁକି ଏତେ ପ୍ରସିଦ୍ଧ ଏବଂ ବିଶ୍ୱରେ ଏହାକୁ ନେଇ କାହିଁକି ଏତେ ଆଲୋଚନା କରାଯାଏ ଜାଣିଛନ୍ତି କି ? ଆଜି ଆମେ ଏହି ବୁର୍ଜ ଖଲିଫା ବିଷୟରେ କିଛି ଭିନ୍ନ ରହସ୍ୟ ଜଣାଇବୁ । ଆପଣମାନଙ୍କ ମଧ୍ୟରୁ ଅନେକ ଏହା ବିଷୟରେ ଜାଣିଥିବେ ନିଶ୍ଚିତ । ଏହି ବୁର୍ଜ ଖଲିଫାରେ…

ଏହି ସ୍ମାର୍ଟଫୋନରେ ମିଳୁଛି ଦମଦାର ଅଫର, ଜାଣନ୍ତୁ କଣ ରହିଛି ଫିଚର୍ସ

ଭାରତର ଲୋକପ୍ରିୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ମଧ୍ୟରୁ Realme ଅନ୍ୟତମ । କମ୍ପାନୀ ଏହାର ୟୁଜରମାନଙ୍କ ପାଇଁ ଅନେକ ସମୟରେ ନୂଆ ସ୍ମାର୍ଟଫୋନ୍ ଆଣିଥାଏ । ଇ-କମର୍ସ ସାଇଟଗୁଡ଼ିକରେ ମଧ୍ୟ ଆପଣଙ୍କୁ ଅନେକ ଫୋନରେ ବହୁତ ଭଲ ଅଫର ମିଳିଥାଏ । ତେବେ ଆପଣ ଖୁବ କମ୍ ମୂଲ୍ୟରେ ଆମାଜନରେ Realme Narzo N55…

ବ୍ରହ୍ମାଣ୍ଡ ବିସ୍ଫୋରଣ ପରେ ହିଁ ତିଆରି ହେଇଥିଲା ସବୁକିଛି, ଜାଣନ୍ତୁ କିପରି ହୋଇଥିଲା ଏହା

ବ୍ରହ୍ମାଣ୍ଡ ଏଭଳି ଏକ ଶବ୍ଦ ଯେଉଁଥିରେ ସମ୍ପୂର୍ଣ୍ଣ ଦୁନିଆ ସାମିଲ । ତେବେ ଏହାର ଥିଓରି କଣ ? କଣ ବୈଜ୍ଞାନିକମାନେ ଏ ବିଷୟରେ ସବୁ କିଛି ସନ୍ଧାନ କରି ସାରିଛନ୍ତି ? ସମାନ ଭାବେ ଏଭଳି କିଛି ଦୁନିଆ ଅଛି କି ? ଏଭଳି କିଛି ପ୍ରଶ୍ନ ମଣିଷ ମନରେ ସର୍ବଦା ଆସିଥାଏ । ଏପରି ପରିସ୍ଥିତିରେ ପୃଥିବୀର…

ପୁଣି ଚର୍ଚ୍ଚାରେ କମଲ ହାସନ, ମିଳିଲା ବେଷ୍ଟ ସିଙ୍ଗର ଆଓ୍ଵାର୍ଡ

ଗତ ବର୍ଷ ଫିଲ୍ମ ବିକ୍ରମରୁ ଦମଦାର କମ୍‌ ବ୍ୟାକ୍‌ କରିଥିବା କମଲ ହାସନ ପୁଣି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ ସିନେମାରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କମଲ ହାସନଙ୍କୁ କୌଣସି ପୁରଷ୍କାର ମିଳିବା ସାଧାରଣ କଥା । ତାଙ୍କର ଅଭିନୟର ଟ୍ୟାଲେଣ୍ଟ ପାଇଁ ସେ ଘରେ ଘରେ ପରିଚିତ । କିନ୍ତୁ ଏଥର ତାଙ୍କୁ…

ମହିଳା ସଂରକ୍ଷଣ ବିଲକୁ ନେଇ ସୋନିଆ କହିଲେ ଏମିତି

ସଂସଦ ଭବନର ବିଶେଷ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ଏକ ଐତିହାସିକ ଦିନ । କାରଣ ପ୍ରଥମ ଥର ପାଇଁ ନୂଆ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହେବ । ଏହି ସମୟରେ ଅନେକ ବିଲ୍ ମଧ୍ୟ ଏହି ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ୍ ବିଷୟରେ ଅନେକ…

ଦଶମ ଛାତ୍ରଙ୍କ ସୁନ୍ଦର କଳା, କେବଳ କାଗଜରେ ତିଆରି କରିଛନ୍ତି ଗଣେଶ ମୂର୍ତ୍ତି

କାଗଜରେ ତିଆରି ହୋଇଛି ଗଣେଶ ମୂର୍ତ୍ତି । ଆପଣମାନେ ତ ମାଟିରେ ତିଆରି ଗଣେଶ ମୂର୍ତ୍ତି ଦେଖିଥିବେ ଏବଂ ପୂଜା ମଧ୍ୟ କରିଥିବେ । କିନ୍ତୁ କେବେ କାଗଜରେ ତିଆରି ଗଣେଶ ମୂର୍ତ୍ତି ଦେଖିଛନ୍ତି କି ? ମୂର୍ତ୍ତିଟି କାଗଜରେ ତିଆରି ହୋଇଛି ଏବଂ ଏହାକୁ ତିଆରି କରିଛନ୍ତି ଜଣେ ଦଶମ ଶ୍ରେଣୀରେ ପାଠ…