ଜଣେ ଛାତ୍ରକୁ ପଢାଉଛନ୍ତି ୬ ଜଣ ଶିକ୍ଷୟିତ୍ରୀ, ବନ୍ଦ ହୋଇଯିବନି ତ ସ୍କୁଲ !

ଖାଁ ଖାଁ ସ୍କୁଲର କ୍ଲାସ୍ ରୁମ୍ । ଅଧିକାଂଶ କ୍ଲାସ୍ ରୁମରେ ତାଲା । ଖାଲି ପଡ଼ିଛି ସ୍କୁଲ ହତା । ଶିକ୍ଷକ ମରୁଡ଼ି ଖବର ତ ଆପଣ ଅନେକ ସ୍ଥାନରେ ଦେଖିଥିବେ ଏ ସ୍କୁଲରେ କିନ୍ତୁ ଘାରିଛି ଛାତ୍ରଛାତ୍ରୀ ମରୁଡ଼ି ଚିନ୍ତା । ଜଣେ କିରାଣୀ ଛଅ ଜଣ ଶିକ୍ଷୟିତ୍ରୀଙ୍କୁ ମାତ୍ର ଜଣେ ଛାତ୍ର । ଏହା କୌଣସି…

ଭାଙ୍ଗି ରୁଜି ଗଲାଣି ଷ୍ଟାଣ୍ଡ ପୋଷ୍ଟ, ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ

ଚାନ୍ଦବାଲି : ନଳକୂପରୁ ବାହାରୁଛି ଲବଣ ଯୁକ୍ତ ସହ ହଳଦିଆ ପାଣି । ଘର ଆଗରେ ମେଘା କମ୍ପାନୀ ବସାଇଛି ଷ୍ଟାଣ୍ଡ ପୋଷ୍ଟ, କିନ୍ତୁ ସେଥିରେ ପାଣି ଆସୁନି । ତେଣୁ ପାଣି ପାଇଁ ବହୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ତିହିଡି ବ୍ଲକ ପୀରହାଟ ଦୌଲତପୁର ପଞ୍ଚାୟତର ଅର୍ଜୁନବିନ୍ଧା ଓ ଚନ୍ଦ୍ରକାଟ…

ଗର୍ଭବତୀ ନାବାଳିକା ଝିଅର ଜୀବନ ନେଲେ ବାପା ମା’, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମରିଗଲା ବାପା ମା’ଙ୍କ ମାନବିକତା । ଭୁଲିଗଲେ ରକ୍ତ ସମ୍ପର୍କ । ଲୋକଲଜ୍ଜା ଭୟରେ ଭିଆଇଲେ ନାରକୀୟ କାଣ୍ଡ । ରାତି ଅଧରେ ଗର୍ଭବତୀ ନାବାଳିକା ଝିଅକୁ ମାରି ଦେଇଥିଲେ ବାପା ମା’ । କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ମୃତ ପିଡ଼ିତାକୁ ମିଳିଲା ନ୍ୟାୟ । ଆଜୀବନ କାରାଦଣ୍ଡାଦେଶର…

ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା

ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍‌ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଓମ୍ ପ୍ରକାଶ । ୨୦୦୮ ଜାନୁଆରୀ ୧୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ…

ମହା ବିଷୁବ ସଂକ୍ରାନ୍ତିରେ ଉଦଯାପିତ ହେଲା ଆଠମଲ୍ଲିକର ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ପର୍ବ

ଓଡିଶାର ବିଭିନ୍ନ ଅଞ୍ଚଳରେ ହେଉଥିବା ଦଣ୍ଡ ନୃତ୍ୟ ମଧ୍ୟରେ ଆଠମଲ୍ଲିକର ଦଣ୍ଡ ନୃତ୍ୟର ବିଶେଷ ଆକର୍ଷଣ ରହିଛି । ଏହି ନୃତ୍ୟ ସହିତ ଯୋଡ଼ି ହୋଇଥିବା ଶୈଳୀ ଓ ସଂଗୀତର ନିଜସ୍ୱ ସ୍ୱାତନ୍ତ୍ର୍ୟ ରହିଛି । ଏହା ଏକ ଶାରୀରିକ ନୃତ୍ୟ କୌଶଳ ହେଲେ ହେଁ ଏଥିରେ ଧର୍ମ ଧାରଣା ଓ ସାମାଜିକ ସାଂସ୍କୃତିକ…

କାଳ ବୈଶାଖୀର ତାଣ୍ଡବଲୀଳା, ଦୁଇଟି ବ୍ଲକରେ ଭାଙ୍ଗିଲା ୧୩୦ରୁ ଉର୍ଦ୍ଧ୍ବ ଘର

ହଠାତ ବିଜୁଳି ଘଡ଼ଘଡ଼ି ସହ ମାଡ଼ି ଆସିଲା ଭୟଙ୍କର ପବନ । ତୁହାକୁ ତୁହା ବର୍ଷା ତା ସାଙ୍ଗକୁ କୁଆ ପଥର ମାଡ଼ । ମାତ୍ର କେଇ ଘଣ୍ଟାର ବର୍ଷା ଯେ ଲୋକଙ୍କ ଧନଜୀବନକୁ ଅସ୍ତ ବ୍ୟସ୍ତ କରିଦେବ କେହି ଭାବିନଥିଲେ । ରାଜ୍ୟରେ ହେଉଥିବା କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ସତ ।…

ଅଗ୍ନିଶମ ସୁରକ୍ଷା ସପ୍ତାହ ଅବସରରେ ମକ୍ ଡ୍ରିଲ, ବିପଦକୁ ସାମନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କରାଯାଉଛି ସଚେତନ

ଯାଜପୁର: ଅଗ୍ନିକାଣ୍ଡ ସମୟରେ ଲୋକଙ୍କୁ ବିପଦରୁ ରକ୍ଷା କରିବା, ସେମାନଙ୍କୁ ସୁରକ୍ଷା ଯୋଗାଇବା, ଧନ ଜୀବନକୁ ସୁରକ୍ଷିତ ରଖିବା ହେଉଛି ଅଗ୍ନିଶମ ବାହିନୀର ପ୍ରାଥମିକତା । ଛାତ୍ରଛାତ୍ରୀମାନେ ସଚେତନ ହେଲେ ଆଗାମୀ ସମୟରେ ଯେ କୌଣସି ଅଘଟଣ ଘଟିଲେ ସେମାନଙ୍କ ଜରିଆରେ ଧନ ଜୀବନ ସୁରକ୍ଷିତ ରହିପାରିବ…

ଅଗ୍ନିଶମ ବିଭାଗକୁ ଟାଣି ଆଣିଲା ମା’ର ମମତା, ବୋରୱେଲ ଭିତରୁ ଉଦ୍ଧାର ହେଲା ବିଲେଇ ଛୁଆ

ପୁରୀ: ମାତୃତ୍ବର ଅନାବିଳ ପ୍ରେମ । ସେ ମଣିଷ ହେଉ କି ପଶୁ ପକ୍ଷୀ । ମା’ର ମମତା ଆଉ ସ୍ନେହ ସବୁବେଳେ ନିଆରା ଥାଏ । ବିଲେଇ ଛୁଆ ବୋରୱେଲରେ ଖସି ପଡ଼ିବାରୁ ମା’ ଭାଙ୍ଗି ପଡ଼ିଛି । ତା ଛୁଆକୁ ସେ ଉଦ୍ଧାର କରିବା ପାଇଁ ଅସମର୍ଥ । ତେଣୁ ଲୋକଙ୍କ ସାହାଯ୍ୟକୁ ଅପେକ୍ଷା କରି ବସିଛି । ପୁରୀ…

ବିନା ପଇସାରେ ୬୦ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ଛାତ୍ରଛାତ୍ରୀଙ୍କୁ ଚାଟଶାଳୀରେ ପାଠ ପଢ଼ାଇ ଚର୍ଚ୍ଚାରେ ବିନୋଦ ମାଷ୍ଟ୍ରେ

ଯାଜପୁର: ନା ଅଛି ସ୍ମାର୍ଟ କ୍ଲାସ ରୁମ୍ ନା ଅଛି ସ୍ମାର୍ଟ ବୋର୍ଡ । ନା ଅଛି ଶୀତ ତାପ ନିୟନ୍ତ୍ରିତ ଘର ନା କୌଣସି ଅତ୍ୟାଧୁନିକ ବ୍ୟବସ୍ଥା । ତଥାପି ପ୍ରତିଦିନ ଏଠି ତିଆରି ହୁଅନ୍ତି ମଣିଷ । ମଣିଷ ତିଆରି କାରଖାନା ଚଳାଉଛନ୍ତି ବିଂଝାରପୁର ବ୍ଲକ ମାଁସଡା ପଞ୍ଚାୟତ ଅନ୍ତର୍ଗତ ଦଧିବାମନପୁର ଗାଁର…

ନାବାଳକ ନିଖୋଜ ହେବାର ବିତିଲା ୪ ଦିନ, ଅଭିଯୁକ୍ତର ଟେର ପାଉନି ପୋଲିସ

ପିପିଲି: ଗାଁ ଦାଣ୍ଡରେ ଖେଳୁଥିଲା ପୁଅ । କିନ୍ତୁ ହଠାତ ପୁଅ କେଉଁଆଡ଼େ ନିଖୋଜ ହୋଇଗଲା ଯେ ପରିବାର ଲୋକେ ପତା ପାଉ ନାହାନ୍ତି । ଏପଟେ ପୋଲିସ ବି ସନ୍ଧାନୀ କୁକୁରକୁ ଧରି କୁନି ପୁଅ ଆଶୀର୍ବାଦକୁ ଖୋଜିବାରେ ଲାଗିଛି । କିନ୍ତୁ ସବୁ ଚେଷ୍ଟା ଫେଲ୍ ମାରିଛି । ପୁରୀ ଜିଲ୍ଲା ଡେଲାଙ୍ଗ ରତନପୁର…

ପ୍ରଥମେ ଲୁଟି ନେଲେ ୨୦ ହଜାର ଟଙ୍କା, ପୁଣିଥରେ ଉଦ୍ୟମ ବିଫଳ ହେବାରୁ ଚଳାଇଦେଲେ ଗୁଳି

ଲୁଟ୍ ରେ ସଫଳ ନହେବାରୁ ତୁମୁଳକାଣ୍ଡ ଘଟାଇଲେ ଦୁର୍ବୃତ୍ତ । ପ୍ରଥମେ ୨୦ ହଜାର ଟଙ୍କା ଲୁଟ୍ କଲେ । ପରେ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଲୁଟିବା ପାଇଁ ପୁଣି ଆସିଲେ । କିନ୍ତୁ ଦ୍ବିତୀୟ ଥର ଲୁଟ୍ ଉଦ୍ୟମ ବିଫଳ ହେବାରୁ ରାଗି ଗଲେ ଲୁଟେରା । ରାଗରେ ହାତରେ ଧରିଥିବା ବନ୍ଧୁକରୁ ଫାଇରିଙ୍ଗ କରି…

ମାଣ୍ଡିଆ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା, ଜିଲ୍ଲାପାଳ କରୁଛନ୍ତି ଉତ୍ସାହିତ

ଜଗତସିଂହପୁର: ସଫଳ ହୋଇଛି ରାଜ୍ୟ ସରକାରଙ୍କ ଶ୍ରୀଅର୍ଣ୍ଣ ଯୋଜନା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଇଶି ମୌଜା ମଙ୍ଗୁଲି ପଞ୍ଚାୟତସ୍ଥିତ ବିଲୁଆ ଖାଇ ନଦୀ ପଠାରେ  ୭୧ ହେକ୍ଟର ଚାଷଜମିରେ ୨୪ ପ୍ରକାରର ପୁଷ୍ଟିକର ମାଣ୍ଡିଆ କରିଛନ୍ତି ୧୧୭ ଜଣ ଚାଷୀ  । ଆଉ ଏହି ଚାଷରେ ସାମିଲ ହୋଇଛନ୍ତି…