ଛୁଆ ପାଖେ ପାଖେ ଜଗି ରହୁଥିଲା ମା’ ହାତୀ, କିନ୍ତୁ ଚାଲିଗଲା ହାତୀ ଛୁଆର ଜୀବନ
ବହୁ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥିଲା ହାତୀ ଛୁଆ । ନୀରିହ ହାତୀ ଛୁଆଟିର ଗୋଡ଼ ଏତେ ଫୁଲି ଯାଇଥିଲା ଯେ ଖାଲି ମା’ ପଛେ ପଛେ ବୁଲୁଥିଲା । ମା’ ବି ଛୁଆର କଷ୍ଟକୁ ବୁଝୁଥିଲା ସତ । କିନ୍ତୁ କଣ ବା କରି ପାରିବ । ଛୁଆ ପାଖେ ପାଖେ ଜଗି ରହୁଥିଲା । କାଳେ ଜଙ୍ଗଲି ଜନ୍ତୁ ଛୁଆ ହାତୀକୁ ଟାଣିନେବେ ।…