Below header

ଆପଣଙ୍କ SBI ଆକାଉଣ୍ଟରୁ ୩୩୦ ଟଙ୍କା କଟୁଛି କି? ଜାଣନ୍ତୁ ବ୍ୟାଙ୍କ କାହିଁକି ଆପଣଙ୍କ ସେଭିଂ ଆକାଉଣ୍ଟରୁ କାଟିଥାଏ…

କଠିନ ପରିଶ୍ରମ କରି ଲୋକମାନେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରନ୍ତି । କିନ୍ତୁ ବେଳେବେଳେ କିଛି ଟଙ୍କା ଆକାଉଣ୍ଟରୁ ହିଁ କଟିଯାଏ । ଏହା ଦ୍ୱାରା ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ । ତେବେ ଭାରତରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ହେଉଛି ସର୍ବ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ, ଯାହା…

Googleର ନୂଆ ଫିଚର ସାହାଯ୍ୟରେ ଲମ୍ବା ଆର୍ଟିକିଲ ହେବ ଛୋଟ, AI ବଦଳାଇବ ସର୍ଚ୍ଚ କରିବା ଷ୍ଟାଇଲ୍‌

ଗୁଗଲରେ ଆପଣ କିଛି ବି ଯେକୌଣସି ସମୟରେ ସର୍ଚ୍ଚ କରିପାରନ୍ତି । ଗୁଗଲ ସର୍ଚ୍ଚକୁ ସ୍ମାର୍ଟ ଏବଂ AI ଦ୍ୱାରା ଉନ୍ନତ କରିବାକୁ କମ୍ପାନୀ ବ୍ରାଉଜିଂରେ SGE ନାମକ ଏକ ଫିଚର ଯୋଡିଛି ଯାହା ଆପଣଙ୍କର ସର୍ଚ୍ଚ ଏକ୍ସପେରିଏନ୍ସକୁ ବଦଳାଇବ । ଏହା ସାହାଯ୍ୟରେ ୟୁଜର୍ସମାନେ ସର୍ଟ ପଏଣ୍ଟରେ ଆର୍ଟିକିଲକୁ…

ପାଇଲଟଙ୍କ ହାର୍ଟଆଟାକ ପରେ ସମବେଦନା ଜଣାଇଲା LATAM ଏୟାରଲାଇନ୍ସ

ମୃତ୍ୟୁ କେତେବେଳେ ଆସେ କେହି ବି କହି ପାରିବେନି । ଏହା ପାଇଁ କୌଣସି ନିଶ୍ଚିତ ସ୍ଥାନ କି ସମୟ ନଥାଏ । ତେବେ ବିମାନ ଯାତ୍ରା କରୁଥିବା ସମୟରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହେବା ଖବର ତ ଆପଣ ଶୁଣିଥିବେ । କିନ୍ତୁ ଯଦି ବିମାନର ପାଇଲଟର ମୃତ୍ୟୁ ହୋଇଯାଏ ତେବେ ଯାତ୍ରୀଙ୍କର କଣ ହେବ । କିନ୍ତୁ…

ଚନ୍ଦ୍ରରେ ସୃଷ୍ଟି ହୋଇଛି ଟ୍ରାଫିକ ଜାମ୍‌, ଚନ୍ଦ୍ର ମିଶନ ପ୍ରୋଜେକ୍ଟର ଲାଗିଛି ଲାଇନ୍‌

ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ଜଗତ ପାଇଁ ବହୁତ ଖାସ ହେବାକୁ ଯାଉଛି । ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ - ୩ ଚନ୍ଦ୍ରରେ ଲ୍ୟାଣ୍ଡ କରିବ । କୁହାଯାଉଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୧-୨୩ ମଧ୍ୟରେ ଚନ୍ଦ୍ରର ସ୍ଥଳଭାଗରେ ଲ୍ୟାଣ୍ଡ କରିବ ଏବଂ ଏହା ନିଜର ସୁବର୍ଣ୍ଣ ନାମ ଇତିହାସ…

ଶୁଙ୍ଘିବାର କ୍ଷମତା ହରାଇବା ବଡ଼ ବିପଦର ସଂକେତ, ସାବଧାନ ହୋଇପାରେ ଏହି ବଡ଼ ରୋଗ

କଣ ଆପଣଙ୍କ ଶୁଙ୍ଘିବାର କ୍ଷମତା ଦୁର୍ବଳ ହୋଇଯାଇଛି କି ? ଯଦି ଆପଣଙ୍କ ସହ ଏପରି କିଛି ହେଉଛି ତେବେ ସତର୍କ ହୋଇଯାଆନ୍ତୁ । ଏପରି କହିବାର କାରଣ ହେଉଛି ଶୁଙ୍ଘିବାର କ୍ଷମତା ହରାଇବା କୌଣସି ବଡ଼ ରୋଗର ସଂକେତ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ କୌଣସି ବ୍ୟକ୍ତିଙ୍କର…

ଫୋନ ଚାର୍ଜରେ ଲଗାଇ ଶୋଉଥିଲେ ସାବଧାନ, Apple ଦେଲା ବଡ଼ ଚେତାବନୀ

କଣ ଆପଣ ଶୋଇଲା ବେଳେ ନିଜ ଫୋନ ଚାର୍ଜରେ ଲଗାଇ ଶୋଉଛନ୍ତି କି ? ଏଭଳି ଅଭ୍ୟାସ ଥିଲେ ସାବଧାନ ହୋଇଯାଆନ୍ତୁ । ଖାସ କରି Apple ନିଜର ୟୁଜର୍ସଙ୍କୁ ଏନେଇ ଏକ ବଡ଼ ଚେତାବନୀ ଦେଇଛି । ଆପଣ ନିଜ ଫୋନକୁ ଯେଉଁଠାରେ ଚାର୍ଜ କରୁଛନ୍ତି ସେହି ସ୍ଥାନରେ ଶୋଇବା ବହୁତ ବିପଜ୍ଜନକ ବୋଲି କମ୍ପାନୀ କହିଛି ।…

ଥରକରେ କେତେ ଅଣ୍ଡା ଦେଇଥାଏ କିଙ୍ଗ୍ କୋବ୍ରା, ଜାଣନ୍ତୁ ଏହି ରୋଚକ ତଥ୍ୟ

କିଙ୍ଗ୍ କୋବ୍ରା ବା ଅହିରାଜ ସାପର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ଏହାର ଲମ୍ଭ ବହୁତ ଅଧିକ ଥାଏ । ସେହିପରି ଏହା ବହୁତ ବିଷାକ୍ତ ମଧ୍ୟ ହୋଇଥାଏ । କିଙ୍ଗ୍ କୋବ୍ରା ପ୍ରଜାତିର ସାପ ଅଧିକତର ଭାରତ ଏବଂ ଏସିଆର ଅନ୍ୟ ଦେଶମାନଙ୍କରେ ଦେଖାଯାନ୍ତି । ସେମାନଙ୍କର ବୟସ ୨୦ରୁ ୨୫ ବର୍ଷ ହୋଇଥାଏ ।…

ଘରୋଇ ହିଂସା, ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଲା ସାବତ ମା’

ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ…

ଗାଁକୁ ନାହିଁ ରାସ୍ତା, ଗୋଟିଏ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନଥିବାରୁ ଭାର ହିଁ ସାଜିଲା ସାହାରା । ଗର୍ଭ ଯନ୍ତ୍ରଣାରେ ଛଟପଟ୍‌ ହେଉଥିବା ବେଳେ ତୁରନ୍ତ ହସ୍ପିଟାଲକୁ ମହିଳାଙ୍କୁ ନିଆଯାଇ ପାରିଲା ନାହିଁ । ଦୁନିଆ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ଅନେକ ଉପାନ୍ତ ଅଞ୍ଚଳ ଅଛି…

ସ୍ୱପ୍ନରେ କଳା ବାଦଲ ଦେଖାଯାଉଥିଲେ ହୁଅନ୍ତୁ ସାବଧାନ, ଭାରି କ୍ଷତିର ହୋଇପାରେ ସଂକେତ

ସ୍ୱପ୍ନ ତ ସମସ୍ତଙ୍କୁ ଆସିଥାଏ । କିନ୍ତୁ ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ମହତ୍ତ୍ୱ ଥାଏ ତାହା ହୁଏତ ଆପଣମାନେ ଜାଣି ନଥିବେ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଆମେ ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର କିଛି ନା ଅଛି ଅର୍ଥ ଥାଏ । ଏହି ସ୍ୱପ୍ନଗୁଡ଼ିକ ଆମକୁ ଅନେକ ଭଲ ଏବଂ ଖରାପ ଘଟଣାର ସୂଚନା…

ଗାଡ଼ି ସହ ଟ୍ରାଫିକରେ ଫସିଲା ଟ୍ରେନ, ରେଳ ଫାଟକ ଉଠିବା ପରେ ବଢ଼ିଲା ଜାମ୍‌

ରାସ୍ତାରେ ଅନେକ ଗାଡ଼ି ଟ୍ରାଫିକ ଜାମରେ ଫସିଥିବା ଆପଣମାନେ ନିଶ୍ଚୟ ଦେଖିଥିବେ । ପ୍ରତିଦିନ ଅଫିସ ଯିବା ସମୟରେ ଲୋକମାନେ ଟ୍ରାଫିକ ଜାମ୍‌ ସମସ୍ୟାର ସମୁଖୀନ ହୋଇଥାନ୍ତି । କିନ୍ତୁ ଆପଣ କେବେ ଟ୍ରେନ୍‌ ଟ୍ରାଫିକ ଜାମରେ ଫସିଥିବାର ଦେଖିଛନ୍ତି କି । ଯଦି ଆପଣ ଏଭଳି ଦୃଶ୍ୟ କେବେ ଦେଖି…

ମଶାଣିକୁ ନାହିଁ ରାସ୍ତା, ନଈ ପାର କରି ଶବକୁ କାନ୍ଧରେ ବୋହି ନେଲେ ଗ୍ରାମବାସୀ

ମଶାଣିକୁ ନାହିଁ ରାସ୍ତା, ନଈ ପାର ହୋଇ ଶବକୁ ନେଉଛନ୍ତି ମଶାଣିକୁ । ଖାଲଖମା ଭିତରେ ପଶି ଶବକୁ କାନ୍ଧରେ ବୋହି ବୋହି ନେଉଛନ୍ତି । ବର୍ଷାଦିନ ହୋଇଥିବାରୁ ନଦୀ ନାଳ ସବୁ ପାଣିରେ ଭରି ଯାଇଛି । ବର୍ଷା ଦିନରେ କାହାର ମୃତ୍ୟୁ ହୋଇଗଲେ ଚିନ୍ତା ଘାରେ ଏହି ଗ୍ରାମବାସୀଙ୍କୁ । କାରଣ ଶବ ବୋହି ନେଇ…