ଆୟକର ବିଭାଗରେ ଖାଲିପଡିଛି ଚାକିରି, ସ୍ପୋଟର୍ସ କୋଟା ଥିଲେ ତୁରନ୍ତ କରନ୍ତୁ ଆବେଦନ

ଇନକମ୍ ଟ୍ୟାକ୍ସ ବିଭାଗରେ ଖାଲିପଡିଛି ଚାକିରି। ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ। ଏଥିପାଇଁ ଇନକମ୍ ଟ୍ୟାକ୍ସ ବିଭାଗ ସ୍ପୋଟର୍ସ କୋଟା ଅଧିନରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିପାରିବେ।
ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଇନକମ୍ ଟ୍ୟାକ୍ସ ବିଭାଗର ଅଧିକାର େଓ୍ଵବସାଇଟ୍ incometaxindia.gov.in କୁ ଯାଇ ଆପ୍ଲାଏ କରନ୍ତୁ। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରହିଛି। ଏହା ଛଡା ସିଧାସଳଖ ଅଫିସିଆଲ ସାଇଟ୍ ଲିଙ୍କକୁ ଯାଇ କ୍ଲିକ କରି ଆବେଦନ କରିପାରିବେ।
ପଦବୀ ବିବରଣୀ: ୭
ଟ୍ୟାକ୍ସ ଆସିଷ୍ଟାଣ୍ଟ : ୫
ମଲ୍ଟି ଟାକ୍ସିଂ ଷ୍ଟାଫ : ୨
ଜରୁରୀ ତାରିଖ: ଆବେଦନ କରିବାର ଜରୁରୀ ତାରିଖ ୩୧ ଡିସେମ୍ବର ୨୦୨୧ ରହିଛି।
ଶିକ୍ଷାଗତ ଯୋଗ୍ୟତା: ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ଡିଗ୍ରୀ ରହିଥିବା ଜରୁରୀ। ଏହା ସହିତ ଡାଟା ଏଣ୍ଟ୍ରି ପାଇଁ ଘଣ୍ଟାକୁ ୮ ହାଜର ଶବ୍ଦ ଟାଇପ୍ କରିପାରୁଥିବା ଜରୁରୀ।
ମଲ୍ଟି ଟାକ୍ସି ଷ୍ଟାଫ: ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଜରୁରୀ।
ବୟସ ସୀମା: ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ ୧୮ରୁ ୨୭ ବର୍ଷ ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ୧୮ରୁ ୨୫ ବର୍ଷ ବୟସ ହେବା ଜରୁରୀ।
ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ: