Below header

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ଖାଲିପଡିଛି ୩୮୦୦ ପଦବୀ, ଆଜି ହିଁ କରନ୍ତୁ ଆବେଦନ

ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ ଖାଲିପଡିଛି ୩୮୦୦ ପଦବୀ। ଇଚ୍ଛୁକ ପ୍ରାର୍ଥୀ ଯଦି ଆବେଦନ କରିବାକୁ ଚାହୁଛନ୍ତି ତେବେ ଆଜି ହିଁ ଆବେଦନ କରିନିଅନ୍ତୁ। ଅଧିକ ବିବରଣୀ ପାଇଁ େଓ୍ଵବସାଇଟକୁ ଯାଇ ନୋଟିଫିକେସ ଭଲ ଭାବେ ପଢିନିଅନ୍ତୁ।

ପଦବୀ ବିବରଣୀ :

ସାମୁଦାୟିକ ସ୍ୱାସ୍ଥ୍ୟ ଅଧିକାରୀ : ୩୮୦୦

ଗୁରୁତ୍ୱପୂର୍ଣ୍ଣ ତିଥି : ଅନଲାଇନ ରେଜିଷ୍ଟ୍ରେସନ କରିବାର ପ୍ରାରମ୍ଭିକ ତାରିଖ ୧୮ ସେପ୍ଟେମ୍ବର ରହିଥିବା ବେଳେ ଶେଷ ତାରିଖ ୮ ଅକ୍ଟୋବର ରହିଛି।

job apply

ବୟସ ସୀମା : ଏହି ପଦବୀରେ ଆବେଦନ କରିବାର ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ ରହିଛି।

ଆବେଦନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀ ମଧ୍ୟପ୍ରଦେଶNHM ଅଫିସିଆଲ େଓ୍ଵବସାଇଟକୁ ଯାଇ ଏଥିରେ ଦିଆଯାଇଥିବା ଅଧିସୂଚନାକୁ ଡାଉନଲୋଡ କରନ୍ତୁ। ସମସ୍ତ ବିବରଣୀ ଜାଣିବା ପରେ ନିର୍ଦ୍ଦେଶାନୁଯାୟୀ ଆବେଦନ କରନ୍ତୁ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ଗ୍ରହଣ କରାଯିବ ନାହିଁ।

ଅଫିସିଆଲ େଓ୍ଵବସାଇଟ୍‌ ପାଇଁ http://www.nhmmp.gov.in/ ଏଠାରେ କ୍ଲିକ କରନ୍ତୁ।

ନୋଟିଫଇକେସନ ପଢିବା ପାଇଁ http://www.nhmmp.gov.in/WebContent/HR/Rule_Book_CHO.pdf ଏଠାରେ କ୍ଲିକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.