Below header

IREL ରେ ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ, ମାସକୁ ଦରମା ୩ ଲକ୍ଷ

ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍‌ (IREL)ରେ ଖାଲିପଡିଛି ଅନେକ ପଦବୀ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ଅଧିକାରକ େଓ୍ଵବସାଇଟ www.irel.co.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୨ ରହିଛି। IREL ଏକ ଛୋଟ ରତ୍ନ କମ୍ପାନୀ। ଯାହା ପରମାଣୁ ଶକ୍ତି ବିଭାଗରେ କାମ କରିଥାଏ।

ପଦବୀ ବିବରଣୀ:

ଚିଫ୍‌ ଜେନେରାଲ ମ୍ୟାନେଜର:

ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ:

ମ୍ୟାନେଜର ସିକ୍ୟୁରିଟି:

ଶିକ୍ଷାଗତ ଯୋଗ୍ୟତା:

ଚିଫ ଜେନେରାଲ ମ୍ୟାନେଜର: ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ PG/ PG Diploma/MBA/MA/MSW/HRM ସେ ସ୍ପେଶାଲାଇଜେନସ କୋର୍ସ କରିଥିବା ଜରୁରୀ।HRMରେ ଅତିକମ୍‌ରେ ୨୪ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ।

ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ: ପ୍ରାର୍ଥୀଙ୍କ ପାଖରେ ମେକାନିକାଲ, ଇଲେକ୍ଟ୍ରିକାଲ, ସିଭିଲ, ଇଷ୍ଟଲେସନ, ଟେଷ୍ଟିଂ କଷ୍ଟ୍ରକ୍ସନରେ ମ୍ୟାନେଜମେଣ୍ଟ ଡିଗ୍ରୀ ସହିତ ଅତିକମ୍‌ରେ ୧୬ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ମ୍ୟାନେଜର ସିକ୍ୟୁରିଟି: ଏହି ପଦବୀ ପାଇଁ ସେନାର କ୍ୟାପଟେନ ର‍୍ୟାଙ୍କରୁ ରିଟାୟର ହେବା ଜରୁରୀ। ଏହା ସହିତ ସ୍ନାତକ କରିଥିବା ଜରୁରୀ।

ଦରମା:

ଚିଫ ଜେନେରାଲ ମ୍ୟାନେଜର : ୧,୨୦,୦୦୦-୨,୮୦,୦୦୦ ମାସକୁ

ଚିଫ୍‌ ମ୍ୟାନେଜର: ୮୦,୦୦୦-୨,୨୦,୦୦୦ ମାସକୁ

ସିନିଅର ମ୍ୟାନେଜର: ୭୦,୦୦୦-୨,୦୦,୦୦୦ ମାସକୁ

ମ୍ୟାନେଜର ସିକ୍ୟୁରିଟି: ୬୦,୦୦୦-୧,୮୦,୦୦୦ ମାସକୁ

ବୟସ ସୀମା:

ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ୫୬ ବର୍ଷ, ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ପାଇଁ ୫୪/୪୮ ବର୍ଷ, ମ୍ୟାନେଜର ସିକ୍ୟୁରିଟି ପାଇଁ ୪୨ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ, ଶାରୀରିକ ପରୀକ୍ଷା, ଗ୍ରୁପ ବ୍ୟାୟାମ ଦ୍ୱାରା ହେବ।

ଅଧିକ ଜାଣିବା ଏଠାରେ କ୍ଲିକ୍‌ କରନ୍ତୁ:

https://www.irel.co.in/documents/20126/167125/Detailed+Advt_COHRM082022.pdf/a080e4ff-b15f-1c8f-da0a-7d88ed6554fb?t=1642436734163

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.