ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ
ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଓଡିଶା ଲୋକ ସେବାର ବଡ ଘୋଷଣା । ନିଯୁକ୍ତି ପାଇଁ ୩୦୦ରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି । ଏହାର ଆବେଦନ ପ୍ରକ୍ରିୟା ମେ ୨୬ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ଆବେଦନ କରାଯିବାର ସୁବିଧା ରହିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ…