ଭାରତୀୟ ପ୍ରଦ୍ଦ୍ୟୋଗିକୀ ସଂସ୍ଥାନ (IIT) ବମ୍ବେ ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ପଦଗୁଡ଼ିକୁ ପୂରଣ ପାଇଁ ଆବେଦନ ଆହ୍ଵାନ କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ IIT Bombayର ଅଫିସିଆଲ େଓ୍ଵବ୍ସାଇଟ iitb.ac.inକୁ ଯାଇ ଆପ୍ଲାଏ କରି ପାରିବେ। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଏହା ବ୍ୟତୀତ ଆଶାୟୀମାନେ ସିଧାସଳଖ ଏହି ଲିଙ୍କ୍ https://www.iitb.ac.in/en ଉପରେ କ୍ଲିକ୍ କରି ମଧ୍ୟ ପଦ ପାଇଁ ଆବେଦନ କରି ପାରିବେ। ଏଥି ସହିତ ଏହି ଲିଙ୍କ୍ ଜରିଆରେ ବି ଅଫିସିଆଲ ନୋଟିଫିକେସନ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ମୋଟ ୩୧ଟି ପଦ ପୂରଣ କରାଯିବ।
IIT Bombay Recruitment 2022ର ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ କରିବାର ଶେଷ ତାରିଖ: ଜୁନ୍ ୯
ଅତିରିକ୍ତ ବିବରଣୀ
ମୋଟ ପଦ ସଂଖ୍ୟା: ୩୧
ଯୋଗ୍ୟତା ମାନଦଣ୍ଡ: ଆଶାୟୀଙ୍କ ପାଖରେ ଅଫିସିଆଲ ନୋଟିଫିକେସନରେ ଦିଆଯାଇଥିବା ମାନଦଣ୍ଡ ଅନୁସାରେ ଯୋଗ୍ୟତା ଥିବା ଦରକାର।
ବେତନ
ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର: ବେତନ ସ୍ତର ୧୩ (୧୨୩୧୦୦-୨୧୫୯୦୦)
ଜୁନିଅର ଇଞ୍ଜିନିୟର: ବେତନ ସ୍ତର ୬ (୩୫୪୦୦-୧୧୨୪୦)
ଜୁନିଅର ଆଡ୍ମିନିଷ୍ଟ୍ରେଟିଭ୍ ଆସିଷ୍ଟାଣ୍ଟ: ବେତନ ସ୍ତର ୩ (୨୧୭୦୦-୬୯୧୦୦)